ସମ୍ପତ୍ତି ପାଇଁ ପଡ଼ି ରହିଲା ମହିଳାଙ୍କ ଶବ
ବ୍ରହ୍ମପୁର: ସମ୍ପତ୍ତି ପାଇଁ ୫ ଘଣ୍ଟା ପଡ଼ି ରହିଲା ମା’ଙ୍କ ଶବ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଡ଼ବଜାର ଥାନା ଶ୍ରୀରାମ ନଗରରେ। ମା ସୂର୍ଯ୍ୟମଣି ସାହୁଙ୍କର ଗତକାଲି ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ଶବ ସତ୍କାର କଣ ହେବ ଆରମ୍ଭ ହୋଇଥିଲା କଳି। ସୂର୍ଯ୍ୟମଣିଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ…