କୋଟିପତି ପିଏସ୍ ବିରଞ୍ଚି ସାହୁ…
ଭୁବନେଶ୍ବର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଛନ୍ଦି ହୋଇଥିବା କୁବେର ପିଏସ୍ ବିରଞ୍ଚି ନାରାୟଣ ସାହୁ ଚାକିରିରୁ ନିଲମ୍ବିତ। ଶିନବାର ଗିରଫ ହୋଇଥିବା ବିରଞ୍ଚିଙ୍କୁ ସୋମବାର ଓଏସ୍ଏସ୍ସି ଅଧ୍ୟକ୍ଷ ଚାକିରିରୁ ନିଲମ୍ବିତ କରିଛନ୍ତି। ଶୁକ୍ରବାର ୩ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଠାବ କରିଥିଲା…