ଲୋକଙ୍କୁ ଭଲ ଦେଶୀ ମଦ ଦେବୁ:…
ଓଏଲ୍ ବ୍ୟୁରୋ: ମଦ ନିଷିଦ୍ଧ ହୋଇଥିବା ରାଜ୍ୟ ବିହାରରେ ବିଷାକ୍ତ ମଦ ପିଇ ଗଲାଣି ୭୦ରୁ ଉର୍ଦ୍ଧ୍ବ ଜୀବନ। ସାରା ଦେଶରେ ବିହାର ମଦ ମୃତ୍ୟୁକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍ ଏକ ଅଜବ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି।
ମାନ୍ ସରକାର କହିଛନ୍ତି, ବେଆଇନ ଦେଶୀ ମଦ…