ଓଡ଼ିଶା ସିଲ୍ ହେଲା ପଞ୍ଜାବୀ ମଠ ପୁରୀ : ପୁରୀରେ ପଞ୍ଜାବୀ ମଠକୁ ସିଲ୍ କରାଯାଇଛି। ମଠରୁ ୨ ପେଟି କୋରେକ୍ସ ବୋତଲ ଜବତ କରାଯାଇଛି। ଏଠାରେ ଚଢାଉ କରି ପୁରୀ ପୋଲିସ କରିଛି ଜବତ । ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ ହୋଇଛି।