ୟେସ୍ ବ୍ୟାଙ୍କର ୭,୨୫୦ କୋଟିର ସେୟାର…
ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ୟେସ୍ ବ୍ୟାଙ୍କର ୭,୨୫୦ କୋଟି ଟଙ୍କାର ସେୟାର କ୍ରୟ କରିବ। ସେୟାର ପିଛା ମୂଲ୍ୟ ୧୦ ଟଙ୍କା ହିସାବରେ ଏସ୍ବିଆଇ ଏହାକୁ କିଣିବ ବୋଲି ଜଣାପଡ଼ିଛି। ଏକ ନିୟାମକ ଫାଇଲିଂରେ ଏସ୍ବିଆଇ କହିଛି ଯେ, ୟେସ୍ ବ୍ୟାଙ୍କର ୪୯% ପର୍ଯ୍ୟନ୍ତ ଅଂଶଧନ ଏହା…