ପୁରୀ ଲୋକସଭା: ଦିନ ୧୨ଟା ସୁଦ୍ଧା ସମ୍ବିତ…
ଓଏଲ୍ ବ୍ୟୁରୋ: ଆରମ୍ଭ ହୋଇଛି ଭୋଟ ଗଣତି। ବାଲାଟ୍ ପେପର ଭୋଟ ଗଣତି ପରେ ଆରମ୍ଭ ହୋଇଛି ଇଭିଏମ୍ ଗଣତି। ଏବେ ସୁଦ୍ଧା ପ୍ରାୟ ଆସନରେ ୫ ରାଉଣ୍ଡ ଗଣତି ଶେଷ ହେଲାଣି। ତେବେ ମୁଖ୍ୟ ନିର୍ବାଚନ କମିଶନରଙ୍କ ଓ୍ବେବସାଇଟ୍ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ପୁରୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଆଗରେ…