QRSAM ସଫଳ ପରୀକ୍ଷଣ
ବାଲେଶ୍ୱର: ଚାନ୍ଦିପରୁ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ଼ରୁ QRSAMର ସଫଳ ପରୀକ୍ଷଣ ହୋଇଛି। ଆଜି ଅପରାହ୍ନରେ ଏହି ପରୀକ୍ଷା କରାଯାଇଛି । ଖଞ୍ଜା ଯାଇଥିବା ରାଡ଼ାର ସିଷ୍ଟମରୁ ମିଳିଥିବା ତଥ୍ୟକୁ ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି । ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ…