ରାହୁଲ ଗାନ୍ଧିଙ୍କୁ ଶକ୍ତ ଝଟ୍କା, ଖାରଜ…
ଓଏଲ୍ ବ୍ୟୁରୋ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମିଳିଲାନି ଆଶ୍ବସ୍ତି। ମାନହାନୀ ମାମଲାରେ ରାହୁଲ ଗାନ୍ଧିଙ୍କୁ ଶକ୍ତ ଝଟ୍କା। ରାହୁଲଙ୍କ ଆବେଦନକୁ ଖାରଜ କରିଛନ୍ତି ସୁରତ କୋର୍ଟ। ୨ ବର୍ଷର ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ସେ ଅପିଲ୍ କରିଥିଲେ। 'ମୋଦି ସରନେମ୍' ମନ୍ତବ୍ୟ ପାଇଁ ୨ ବର୍ଷର ଜେଲ୍…