Odisha Link
Bridging the Missing Links in Odisha
Browsing Tag

Rail Budget

ରେଳ ବଜେଟରେ ଓଡ଼ିଶା ପାଇଁ କଣ ରହିଛି,…

ନୂଆଦିଲ୍ଲୀ: ରେଳ ବଜେଟରେ ଓଡ଼ିଶାକୁ ଅନୁଦାନ ନେଇ ରେଲଓ୍ବେ ସୂଚନା ଦେଇଛି। ଓଡ଼ିଶାକୁ ମୋଟ ୬୯୯୫ କୋଟି ୫୮ ଲକ୍ଷ ଅନୁଦାନ ଦେଇଛି ବୋଲି କହିଲା ରେଲଓ୍ବେ। ଗତବର୍ଷ ଅପେକ୍ଷା ଏବର୍ଷ ୬୦% ଅଧିକ ଅନୁଦାନ ମିଳିଥିବା ସୂଚନା ଦିଆଯାଇଛି। ଗତବର୍ଷ ଓଡ଼ିଶାକୁ ମୋଟ ୪୩୭୩ କୋଟି ଟଙ୍କା ଅନୁଦାନ ମିଳିଥିଲା। ଏହି ରେଳ…

ଚଳିତ ବର୍ଷ ରେଳ ବଜେଟକୁ ମିଳିଲା ୪୩୭୩…

ଭୁବନେଶ୍ୱର : କେନ୍ଦ୍ରୀୟ ରେଳ ବଜେଟ ୨୦୨୦-୨୧ ଆର୍ଥୀକ ବର୍ଷ ପାଇଁ ଓଡିଶାକୁ ୪୩୭୩ କୋଟି ଟଙ୍କାର ଅନୁଦାନ ମିଳିଛି । ଆଗାମୀ ଦିନରେ ନୀତି ଆୟୋଗର ଅନୁମୋଦନ ପରେ ସମ୍ବଲପୁର – ଗୋପାଳପୁର ନୂଆ ରେଳ ଲାଇନ ପାଇଁ ଆହୁରି ଅଧିକ ୨୯୫୭ କୋଟି ଟଙ୍କା ଓଡିଶାକୁ ମିଳିବ । କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା…

କେନ୍ଦ୍ର ବଜେଟ୍‌ରେ ପୂର୍ବତଟ ରେଳପଥକୁ…

ଭୁବନେଶ୍ୱର: ରେଳ ବଜେଟରେ ପୂର୍ବତଟ ରେଲୱେକୁ ୫୮୬୫ କୋଟି ଟଙ୍କା ମିଳିଥିବାବେଳେ ଓଡ଼ିଶାକୁ ୪୩୭୩ କୋଟି ଟଙ୍କା ମିଳିଛି । ଟିଟିଲାଗଡ଼-ବିଜୟନଗରମ ୩ୟ ରେଳ ଲାଇନ ପାଇଁ ୩୮୦ କୋଟି ବାଂଶପାଣି-ଦୈତାରୀ-ଟମକା-ଯଖପୁରା ପାଇଁ ୮୦ କୋଟି ବୃନ୍ଦାମାଲ-ଝାରସୁଗୁଡ଼ା ଫ୍ଲାଏଓଭର କନେକ୍ସନ ପାଇଁ ୧୦ କୋଟି…