ଦୁର୍ଘଟଣାସ୍ଥଳ ଛାଡ଼ୁ ନାହାନ୍ତି ଅଶ୍ବିନୀ…
ଓଏଲ୍ ବ୍ୟୁରୋ: ଭୟଙ୍କର ରେଳ ଦୁର୍ଘଟଣା ପରେ ବାହାନଗା ବଜାର ରେଳଷ୍ଟେସନରୁ ସରିଲା ଦୁର୍ଘଟଣାଗ୍ରସ୍ତ ବଗି ହଟାଇବା କାମ। ମୋଟ ୨୧ଟି ବଗିକୁ ଧାରଣା ଉପରୁ ଉଠାଇଲା ରେସ୍କ୍ୟୁ ଟିମ୍। ଟ୍ରେନ ଚଳାଚଳ ସ୍ୱାଭାବିକ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବିଦ୍ୟୁତଖୁଣ୍ଟି ଓ ରେଳଧାରଣା ମରାମତି କାମ। ଏପରିକି…