ଦୂର ହେବ ସମସ୍ୟା, ଅପରାହ୍ନରେ ଟିଟିଲାଗଡ…
ବଲାଙ୍ଗିର: ଟିଟଲାଗଡ଼ ବାସୀଙ୍କ ପାଇଁ ଖୁସି ଖବର। ଦୂର ହେବ ବହୁ ଦିନର ସମସ୍ୟା। ଗମନାଗମନ ସମସ୍ୟାକୁ ନେଇ ବହୁ ଦିନରୁ ଦାବି ହୋଇ ଆସୁଥିବା ବେଳେ ଆଜି ଅପରାହ୍ନରେ ଟିଟିଲାଗଡ଼ ରେଳ ଓଭରବ୍ରିଜ୍ ଲୋକାର୍ପଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୫.୩୦ରେ ଭିଡିଓ କନଫରେନ୍ସିଂରେ ଏହାକୁ…