Odisha Link
Bridging the Missing Links in Odisha
Browsing Tag

Railway Station

ନୟାଗଡ଼: ଆଜିଠୁ ଦଶପଲ୍ଲାରୁ ଗଡ଼ିବ ଟ୍ରେନ୍‌

ଓଏଲ୍‌ ବ୍ୟୁରୋ: ନୟାଗଡ଼ ଜିଲ୍ଲା ଦଶପଲ୍ଲାବାସୀଙ୍କ ସ୍ବପ୍ନ ହେବାକୁ ଯାଉଛି ସାକାର। ଦୀର୍ଘବର୍ଷର ଅନ୍ତ ଘଟିବ ଆଜି। କାରଣ ଆଉମାତ୍ର କିଛି ସମୟ ପରେ ଉଦଘାଟିତ ହେବ ନୟାଗଡ଼ ଜିଲ୍ଲାର ଦଶପଲ୍ଲା ରେଳ ଷ୍ଟେସନ। ଏହାକୁ ଲୋକାର୍ପଣ କରିବେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଆଜି ଦିନ ୧୦ଟାରେ ଦଶପଲ୍ଲା ରେଳ ଷ୍ଟେସନ…

ଭୁବନେଶ୍ୱର ରେଳ ଷ୍ଟେସନରେ ଆରମ୍ଭ ହେଲା…

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରେ ଆରମ୍ଭ ହେଲା ଆତ୍ମା (AUTOMATED TICKET CHEAKING AND MANAGING AXIS SYSTEM)। କୋଭିଡ ସମୟରେ ସାମାଜିକ ଦୂରତା ରକ୍ଷା କରିବା ସହ ବିନା ଟିକେଟ ଛୁଇଁ ଏହା ଦ୍ୱାରା ଚେକିଂ ହୋଇପାରିବ। ପାରାଦୀପ ଫସପେଟ ଲିମିଟେଡ଼ ପକ୍ଷରୁ ଏହି ଆତ୍ମା ମେସିନ ଭୁବନେଶ୍ୱର ରେଳ…

ଦିଲ୍ଲୀ ରେଳ ଷ୍ଟେସନରେ ସ୍ମାର୍ଟ…

ନୂଆଦିଲ୍ଲୀ: ରେଳ ଷ୍ଟେସନରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଦିଲ୍ଲୀ ସରକାର ସ୍ୱୟଂଚାଳିତ ଡଷ୍ଟବିନ ଲଗାଇବାକୁ ଯୋଜନା କରିଛନ୍ତି। ଏହି ଯୋଜନା ଅନୁଯାୟୀ, ଡଷ୍ଟବିନରେ ୭୫ ପ୍ରତିଶତ ଆବର୍ଜନା ଭର୍ତ୍ତି ହୋଇଗଲେ ଷ୍ଟେସନ ମାଷ୍ଟରଙ୍କ ମୋବାଇଲକୁ ମେସେଜ ପହଞ୍ଚିବ। ଏବେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଏହାର ପରୀକ୍ଷା…

ଭୁବନେଶ୍ୱର ରେଳ ଷ୍ଟେସନରୁ ୨ କରୋନା…

ଭୁବନେଶ୍ୱର: ସାରା ଦେଶ ସମେତ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କରୋନା ମହାମାରୀର ୨ୟ ତରଙ୍ଗକୁ ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିଛନ୍ତି। କିନ୍ତୁ ଲୋକେ ସଚେତନ ହେଉଥିବା ଦେଖିବାକୁ ମିଳୁନାହିଁ। ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ ୨ଜଣ ଯାତ୍ରୀ କରୋନା ପଜିଟିଭ୍‌…

ରେଳ ଧାରଣାରୁ ଅଜଣା ଯୁବକଙ୍କ ମୃତଦେହ…

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା ଛତ୍ରପୁର ବଡ ଷ୍ଟେସନ ନିକଟରେ ରେଳ ଧାରଣାରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର। ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ସ୍ଥାନୀୟଲୋକ ମୃତଦେହ ଦେଖି ଆରପିଏଫକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଆରପିଏଫ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତକଙ୍କ ପରିଚୟ ମିଳିନଥିବା…

ରେଳ ଷ୍ଟେସନରେ ହେବ ସ୍କ୍ରିନିଂ ସେଣ୍ଟର

ଭୁବନେଶ୍ୱର:  ରେଳ ଷ୍ଟେସନରେ ସ୍କ୍ରିନିଂ ସେଣ୍ଟର ଖୋଲାଯିବ । ଭୁବନେଶ୍ୱର ରେଳ ଷ୍ଟେସନରେ ୩ରୁ ୪ଟି ସ୍କ୍ରିନିଂ ସେଣ୍ଟର ହେବ । ରାଜ୍ୟ ଗୁଡ଼ିକ ହେଲା ମହାରାଷ୍ଟ୍ର, କେରଳ, ତେଲେଙ୍ଗାନା, ଛତିଶଗଡ଼, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଚଣ୍ଡୀଗଡ଼, ମଧ୍ୟପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶ…

ସମସ୍ତ ରେଳ ଷ୍ଟେସନରେ ମିଳିବ ମଟକା ଚା’:…

ନୂଆଦିଲ୍ଲୀ : ପ୍ଲାଷ୍ଟିକ ମୁକ୍ତ ଭାରତ ଗଢିତୋଳିବା ପାଇଁ ସରକାର ବିଭିନ୍ନ ପହକ୍ଷେପ ନେଉଛନ୍ତି। ଏହି ଦିଗରେ ଆଉ ପାଦେ ଆଗେଇ ଭାରତୀୟ ରେଳବାଇ ବିଭାଗ। ପ୍ଲାଷ୍ଟିକ୍ ବ୍ୟବହାର ଉପରେ ରୋକ୍‌ ପାଇଁ ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଘୋଷଣା କରିଛନ୍ତି ଯେ, ସମସ୍ତ ରେଳ ଷ୍ଟେସନରେ ପ୍ଲାଷ୍ଟିକ କପ୍‌ ବଦଳରେ ଏଣିକି…

ଷ୍ଟେସନ୍‌ କାଉଣ୍ଟରରେ ମିଳିବ ଟ୍ରେନ…

ନୂଆଦିଲ୍ଲୀ: ଏଣିକି କାଉଣ୍ଟରରେ ମିଳିିବ ଟ୍ରେନ୍‌ ଟିକେଟ୍। ଆସନ୍ତା ୨/୩ ଦିନ ମଧ୍ୟରେ ପୂର୍ବପରି ଷ୍ଟେସନ କାଉଣ୍ଟରରେ ଟ୍ରେନ ଟିକେଟ ମିଳିବ। ଏନେଇ ରେଳମନ୍ତ୍ରୀ ପୀୟୁଷ ଗୋୟଲ ସୂଚନା ଦେଇଛନ୍ତି। ଆସନ୍ତାକାଲି ଠାରୁ ଦେଶର ୧.୭ ଲକ୍ଷ କମନ ସର୍ଭିସ ସେଣ୍ଟରରେ ଟିକେଟ ମିଳିବ ବୋଲି ସେ କହିଛନ୍ତି। ଏହାଛଡ଼ା…

ଖସିଲା ରେଳ ଷ୍ଟେସନ ଓଭରବ୍ରିଜ ଛାତ

ଭୋପାଳ : ଆଜି ସକାଳେ ଭୋପାଳ ରେଳ ଷ୍ଟେସନରେ ଘଟିଛି ଅଘଟଣ। ରେଳ ଷ୍ଟେସନରେ ଥିବା ଫୁଟ୍‌ ଓଭରବ୍ରିଜର ଏକ ଅଂଶ ଖସିପଡ଼ିବାରୁ ୬ ଯାତ୍ରୀ ଆହତ ହୋଇଛନ୍ତି। ପ୍ଲାଟଫର୍ମ ନମ୍ବର ୩ରେ ଥିବା ଓଭର ବ୍ରିଜ୍‌ର ଛାତ ଖସିପଡିଛି। ଛାତ ଖସିବା ପରେ ଭୟରେ ଯାତ୍ରାମାନେ ଏଣେ ତେଣେ ଦୌଡିଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ…

ରେଲୱେ ଷ୍ଟେସନରେ ସେଗ୍ ୱେ ପାଟ୍ରୋଲିଂ…

ଭୁବନେଶ୍ବର: ଭୁବନେଶ୍ବର ରେଲୱେ ଷ୍ଟେସନରେ ଆରମ୍ଭ ହେଲା ସେଗ୍ ୱେ ପାଟ୍ରୋଲିଂ ସିଷ୍ଟମ। ପ୍ରଥମ ଥର ପାଇଁ ଓଡିଶାରେ ଏଭଳି ବ୍ୟବସ୍ଥା ଆରମ୍ଭ ହୋଇଛି। ସୁରକ୍ଷା ବ୍ୟବସ୍ଥା ଯାଞ୍ଚରେ ଏହା ସହାୟକ ହେବ। ଏହାର ଶୁଭାରମ୍ଭ ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜର କରିଥିବା ବେଳେ ତାଙ୍କ ସହ ରେଲୱେ ଚିଫ୍…