ବର୍ଷାରେ ଭିଜୁଛି କ୍ବିଣ୍ଟାଲ କ୍ବିଣ୍ଟାଲ…
ବୌଦ୍ଧ: ଆଜି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ମଣ୍ଡିରେ ପ୍ରାୟ ୭ହଜାର କୁଇଣ୍ଟାଲ ଧାନ ଭିଜୁଛି। ଜିଲ୍ଲାର ହରଭଙ୍ଗା ବ୍ଲକର ବାମୋଣ୍ଡା, ବାଣିଭୂଷଣପୁର, ଅଡ଼େଣିଗଡ଼,ସରସରା, ବୌଦ୍ଧ ବ୍ଲକର ବଘିଆପଡ଼ା, ମୁଣ୍ଡିପଦର, ରକ୍ସା, ବହିରା ତଥା କଣ୍ଟାମାଳ ବ୍ଲକର ଶିମିଳିପଦର, ସୁଣ୍ଡିପଦର,…