Odisha Link
Bridging the Missing Links in Odisha
Browsing Tag

Rajasthan Politics

ରାଜସ୍ଥାନ ରାଜନୀତି: ପାଇଲଟ୍‌ ଆଣ୍ଡ କୋକୁ…

ଜୟପୁର: ରାଜସ୍ଥାନ ରାଜନୀତିରେ ହଟଚମଟ। ବାଚସ୍ପତି ସିପି ଯୋଶୀଙ୍କୁ ଝଟକା ଲାଗିଥିବା ବେଳେ ପାଇଲଟ୍‌ ଆଣ୍ଡ କୋକୁ ଆଶ୍ବସ୍ତି ମିଳିଛି। ବିଧାନସଭା ବାଚସ୍ପତି ଦେଇଥିବା ନୋଟିସକୁ ସ୍ଥଗିତ ରଖିଛନ୍ତି ହାଇକୋର୍ଟ। ଫଳରେ ବାଚସ୍ପତି ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରି ପାରିବେ ନାହିଁ। ସୂଚନାଥାଉକି, ଅନ୍ୟ ମାମଲା…

କଂଗ୍ରେସ ପାର୍ଟି କେବଳ ଗେହଲଟଙ୍କର…

ଜୟପୁର: ରାଜସ୍ଥାନ ରାଜନୈତିକରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ସଚିନ ପାଇଲଟ୍। ବିଜେପିକୁ ଯିବାକୁ ନେଇ ଯେଉଁ ଚର୍ଚ୍ଚା ଲାଗି ରହିଛି ସେଥିରେ ନିଜେ ବିରାମ ଲଗାଇଛନ୍ତି ସଚିନ୍‌ ପାଇଲଟ୍। ସେ କହିଛନ୍ତି ମୁଁ ବିଜେପିକୁ ଯିବାର ନାହିଁ। କଂଗ୍ରେସ ପାର୍ଟି କେବଳ…

ହାଇକୋର୍ଟଙ୍କ ଶୁଣାଣି ଉପରେ ରୋକ…

ନୂଆଦିଲ୍ଲୀ: ରାଜସ୍ଥାନରେ ଲାଗିରହିଥିବା ରାଜନୈତିକ ସଙ୍କଟ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ମାମଲାର ଶୁଣାଣି କରି ରାଜସ୍ଥାନ ହାଇକୋର୍ଟଙ୍କ ଶୁଣାଣୀ ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ଫଳରେ ରାଜସ୍ଥାନ ବାଚସ୍ପତି ସିପି ଯୋଶୀଙ୍କୁ ନିରାଶ ହେବାକୁ ପଡ଼ିଛି। ରାଜସ୍ଥାନ…

ଗେହଲଟଙ୍କ ଭାଇଙ୍କ ଘରେ ପଶିଲା ଇଡି

ଜୟପୁର: ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଆଜି ସକାଳୁ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଭାଇଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପଶିଛି। ଏକ ସାର ଦୁର୍ନୀତି ମାମଲାରେ ଇଡି ଅଧିକାରୀମାନେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭାଇ ଅଗ୍ରେସେନ ଗେହଲଟଙ୍କ ଘର ଓ ଫାର୍ମ ହାଉସରେ ଚଢ଼ାଉ କରିଛି।…

ରାଜସ୍ଥାନ ରାଜନୀତି: ସୁପ୍ରିମକୋର୍ଟର…

ଜୟପୁର: ରାଜସ୍ଥାନ ରାଜନୀତିରେ ହଟଚମଟ। ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଏବେ ସୁପ୍ରିମକୋର୍ଟରେ। ବାଚସ୍ପତି ସିପି ଯୋଶୀ ହାଇକୋର୍ଟଙ୍କ ନିର୍ଦ୍ଦଶେକୁ ବିରୋଧ କରି ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍‌ ପିଟିଶନ(ଏସଏଲପି) ଦାଖଲ କରିଛନ୍ତି। ଆଡଭୋକେଟ ସୁନିଲ ଫର୍ଣ୍ଣାଡିସଙ୍କ ଜରିଆରେ ଏହି ଆବେଦନ…

ରାଜସ୍ଥାନ ରାଜନୀତି: ପାଇଲଟ୍‌ ଓ ତାଙ୍କ…

ଜୟପୁର: ରାଜସ୍ଥାନ ରାଜନୀତିରେ ରାଜନୈତିକ ସଙ୍କଟ। ଚାଲି ରହିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପାଇଲଟ୍‌ ଓ ତାଙ୍କ ସମର୍ଥକଙ୍କୁ ଆଶ୍ବସ୍ତି। ରାଜସ୍ଥାନ ହାଇକୋର୍ଟ ମଙ୍ଗଳବାର ସଚିନ ପାଇଲଟ୍‌ ଏବଂ ତାଙ୍କ ସମର୍ଥକ ୧୮ ବିଧାୟକଙ୍କୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଅଶ୍ଵସ୍ତି ଦେଇଛନ୍ତି। ଏହି ସମୟ ମଧ୍ୟରେ…

ଧୋକା ଦେଲା ପାଇଲଟ୍‌, ବିଜେପି ସହିତ…

ଜୟପୁର: ରାଜସ୍ଥାନ ରାଜନୀତିରେ ହଟଚମଟ। ରାଜନୈତିକ ସଙ୍କଟ ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟଙ୍କୁ ଟାର୍ଗେଟ କରିଛନ୍ତି। ଆଜି ଅଶୋକ ଗେହଲଟ୍‌ କହିଛନ୍ତି ଯେ, ସଚିନ୍‌ ପାଇଲଟ୍‌ କଂଗ୍ରେସ ପିଠିରେ ଛୁରି ମାଡ଼ କରିଛନ୍ତି। ତାଙ୍କୁ ବହୁ କମ୍‌ ବୟସରେ ବହୁତ କିଛି…

ରାଜସ୍ଥାନ: ଅଡିଓ ଟେପ୍‌ ମାମଲାର ତଦନ୍ତ…

ଜୟପୁର: ରାଜସ୍ଥାନରେ ରାଜନୀତିରେ ରାଜନୈତିକ ସଙ୍କଟ। ଏସବୁ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସପ୍ତାହକ ମଧ୍ୟରେ ବିଧାନସଭା ଅଧିବେଶନ ଡାକି ନିଜର ଶକ୍ତି ପରୀକ୍ଷା କରି ପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଶନିବାର ସନ୍ଧ୍ୟାରେ ରାଜ୍ୟପାଳ କଲରାଜ ମିଶ୍ରଙ୍କ ସହ ଆଲୋଚନା ବେଳେ ୧୦୩ ଜଣ…

ସତ୍ୟକୁ ହଇରାଣ କରାଯାଇପାରେ, ପରାଜିତ…

ଜୟପୁର: ରାଜସ୍ଥାନ ରାଜନୀତିରେ ମହାନାଟକ। ପ୍ରତ୍ୟେକ ମୁହୁର୍ତ୍ତରେ ରାଜସ୍ଥାନ ରାଜନୈତିରେ ହଟଚମଟ। ଏସବୁ ମଧ୍ୟରେ ରାଜସ୍ଥାନ ପ୍ରଦେଶ କଂଗ୍ରେସ ସଭାପତି ପଦବି ସହିତ ଉପମୁଖ୍ୟମନ୍ତ୍ରୀ ପଦବୀରୁ ବିଦା ହୋଇଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ। ପାଇଲଟଙ୍କ ସହିତ ମନ୍ତ୍ରିମଣ୍ଡଳରେ ଥିବା ତାଙ୍କର ଦୁଇ…

ଉପମୁଖ୍ୟମନ୍ତ୍ରୀ ଓ ପିସିସି ସଭାପତି ପଦରୁ…

ଜୟପୁର: ରାଜସ୍ଥାନ ରାଜନୀତିରେ ମହାନାଟକ। ପ୍ରତ୍ୟେକ ମୁହୁର୍ତ୍ତରେ ରାଜସ୍ଥାନ ରାଜନୈତିରେ ହଟଚମଟ। ଏସବୁ ମଧ୍ୟରେ ରାଜସ୍ଥାନ ପ୍ରଦେଶ କଂଗ୍ରେସ ସଭାପତି ପଦବି ସହିତ ଉପମୁଖ୍ୟମନ୍ତ୍ରୀ ପଦବୀରୁ ବିଦା ହୋଇଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ। ପାଇଲଟଙ୍କ ସହିତ ମନ୍ତ୍ରିମଣ୍ଡଳରେ ଥିବା ତାଙ୍କର ଦୁଇ…