ରାଜୀବ କୁମାରଙ୍କ ଘରେ ସିବିଆଇ ଚଢାଉ
କୋଲକାତା: ନିଖୋଜ ଆଇପିଏସ୍ ରାଜୀବ କୁମାରଙ୍କ ଘରେ ଆଜି ସିବିଆଇ ଚଢ଼ାଉ କରିଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ରାଜୀବ କୁମାରଙ୍କ ୫ଟି ଠିକଣାରେ ଚଢ଼ଉ କରିଛି। ଏହା ପୂର୍ବରୁ ଆଜି ଆଇପିଏସ୍ ଅଫିସର୍ଙ୍କ ମେସ୍ରେ ମଧ୍ୟ ଚଢ଼ଉ ହୋଇଥିଲା। ରାଜୀବଙ୍କ ନାମରେ ଶାରଦା ଚିଟ୍ଫଣ୍ତ ମାମଲାରେ ସଂପୃକ୍ତ…