ଅଯୋଧ୍ୟା ମାମଲାରୁ ହଟିଲେ ରାଜୀବ ଧୱନ୍,…
ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟରେ ଅଯୋଧ୍ୟା ମାମଲାରେ ମୁସଲିସ୍ ପକ୍ଷ ପାଇଁ ଲଢ଼ୁଥିବା ବରିଷ୍ଠ ଓକିଲ ରାଜୀବ ଧଓ୍ବନ୍ ଏହି ମାମଲାରୁ ଓହରିଛନ୍ତି। ସେ ନିଜେ ହିଁ ଏହି ବିଷୟରେ ଘୋଷଣା କରିଛନ୍ତି। ସେ ବିନା ଦ୍ୱିଧାରେ ଏହାକୁ ଗ୍ରହଣ କରିଥିବା କହିଛନ୍ତି। ତେବେ ତାଙ୍କୁ ବାହାର କରାଯିବାର କାରଣ ଭୁଲ ଭାବେ…