ଭଜନଲାଲ ଶର୍ମା କିଏ? ଯିଏ ସମସ୍ତଙ୍କୁ…
ଓଏଲ୍ ବ୍ୟୁରୋ: ଶେଷ ହେଲା କଳ୍ପନାଜଳ୍ପନା। ୯ ଦିନର ରାଜନୈତିକ ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ରାଜସ୍ଥାନକୁ ମିଳିଲା ନୂଆ ମୁଖ୍ୟମନ୍ତ୍ରୀ। ବହୁ ଦାବିଦାରଙ୍କୁ ପଛରେ ପକାଇ ଭଜନଲାଲ ଶର୍ମା ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ। ବିଜେପି ବିଧାୟକ ଦଳ ବୈଠକ ପରେ ଭଜନଲାଲଙ୍କ ନାମ ଘୋଷଣା କରାଯାଇଥିଲା।…