Odisha Link
Bridging the Missing Links in Odisha
Browsing Tag

Rajya Shabha

ଆଠ ଦିନ ପୂର୍ବରୁ ସଂସଦ ମୁଲତବୀ

ନୂଆଦିଲ୍ଲୀ: କରୋନା ମହାମାରିକୁ ଦୃଷ୍ଟିରେ ରଖି ସଂସଦର ମୌସୁମି ଅଧିବେଶନକୁ ଆଗୁଆ ମୁଲତବୀ ଘୋଷଣା କରାଯାଇଛି। ଅଧିବେଶନ ଶେଷ ହେବାକୁ ଆହୁରି ୮ଦିନ ବାକି ଥିବାବେଳେ ଉଭୟ ରାଜ୍ୟସଭା ଓ ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି।  ୧୪ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ୧ ଅକ୍ଟୋବର…

ରାଜ୍ୟସଭା ପ୍ରାର୍ଥୀପତ୍ର ଘୋଷଣା,…

ଭୁବନେଶ୍ବର: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀପତ୍ର ଘୋଷଣା ହୋଇଛି। ଏନେଇ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ୪ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ସୁବାସ ସିଂହ, ମୁନା ଖାଁ, ସୁଜିତ କୁମାର ଓ ମମତା ମହନ୍ତଙ୍କୁ ବିଜେଡ଼ି ପ୍ରାର୍ଥୀ କରିଛି । ପ୍ରାର୍ଥୀପତ୍ର ଘୋଷଣା ହେବା ପରେ…