ସାପକୁ ରାକ୍ଷୀ ବାନ୍ଧୁଥିଲେ, ଚାଲିଗଲା…
ପାଟନା: ରବିବାର ସାରା ଦେଶରେ ପାଳିତ ହୋଇଥିଲା ରାକ୍ଷୀପୂର୍ଣ୍ଣିମା। ଭଉଣୀ ମାନେ ଭାଇଙ୍କ ହାତରେ ରାକ୍ଷା ବାନ୍ଧି ଏହି ଦିନକୁ ପାଳନ କରିଥିଲେ। ହେଲେ ରାକ୍ଷୀ ପୂର୍ଣ୍ଣିମାରେ ଆସିଛି ଦୁଃଖଦ ଖବର। ଜଣେ ଯୁବକ ସାପକୁ ରାକ୍ଷୀ ବାନ୍ଧିବାକୁ ଯାଇ ଜୀବନ ହରାଇଛନ୍ତି। ବିହାରର ସାରଣ ଜିଲ୍ଲାର ମନମୋହନ ସାପର ଚୋଟରେ…