ଐତିହ୍ୟ ସୁରକ୍ଷା ନେଇ ମକ୍ ଡ୍ରିଲ
ପୁରୀ: ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ନେଇ ରାମଚଣ୍ଡୀରେ ମକ୍ ଡ୍ରିଲ୍ ଆରମ୍ଭ ହେଉଛି। ବିମଷ୍ଟେକର ୫ଟି ରାଷ୍ଟ୍ର ପକ୍ଷରୁ ରାମଚଣ୍ଡି ବିଚରେ ମକ୍ ଡ୍ରିଲ୍ କରାଯାଉଛି। ଭାରତ ସହ ବାଂଲାଦେଶ, ଶ୍ରୀଲଙ୍କା, ମିଆଁମାର, ନେପାଳ ସାମିଲ୍ ହୋଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ବେଳେ ଐତିହ୍ୟର ସୁରକ୍ଷା…