ଟିକା ନେବେ ବାବା ରାମଦେବ, ସମସ୍ତଙ୍କୁ…
ନୂଆଦିଲ୍ଲୀ: କରୋନା ଟିକା ନେବେ ଯୋଗଗୁରୁ ବାବା ରାମଦେବ। ଏଥିସହ ଅନ୍ୟମାନେ ବି କରୋନା ଟିକା ନେବା ପାଇଁ ସେ ନିବେଦନ କରିଛନ୍ତି। ନିକଟରେ ଏଲୋପାଥି ଚିକିତ୍ସାକୁ ନେଇ ସେ ବିବାଦୀୟ ମନ୍ତବ୍ୟ ଦେବା ପରେ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହୋଇଥିଲେ। ଫଳରେ ସେ ନିଜ ବିବୃତି ପ୍ରତ୍ୟାହାର କରିବାକୁ ବାଧ୍ୟ…