ରଙ୍ଗ୍ ଡ୍ରାଇଭିଂ କଲେ ଚକା ଲିକ୍!
ଭୁବନେଶ୍ବର: ଆପଣ କଟକ କିମ୍ବା ଭୁବନେଶ୍ବରରେ ରଙ୍ଗ୍ ରୁଟ୍ରେ ଗାଡ଼ି ଚଳାଉଛନ୍ତି କି? ଯଦି ଚଳାଉଛନ୍ତି, ହୁସିଆର୍ ହୋଇ ଯାଆନ୍ତୁ। କାରଣ ଖୁବ୍ ଶୀଘ୍ର କମିସନରେଟ ପୁଲିସ କେତେକ ପ୍ରମୁଖ ରଙ୍ଗ୍ ରୁଟ୍ ରାସ୍ତାରେ ସ୍ପାଇକ୍ ବ୍ୟାରିୟର ଲଗାଇବାକୁ ଯୋଜନା କରିଛି। ଆପଣଙ୍କ ଗାଡ଼ି ସେହି ରାସ୍ତାରେ ଗଡ଼ିବା କ୍ଷଣି…