ବାରଙ୍ଗ ବିଡିଓଙ୍କୁ ୪୦ ହଜାର ଲାଞ୍ଚ ଦେଲେ…
ଭୁବନେଶ୍ବର: 'ରାଜ୍ୟ ସରକାର ସ୍ବଚ୍ଛତା କଥା କହୁଛନ୍ତି, ଦୁର୍ନୀତି ହଟାଇଛୁ ବୋଲି କହୁଛନ୍ତି। ଅଥଚ ମୁଁ ନିଜେ ରଂଜୀବ ବିଶ୍ବାଳ ନଥି ପାରିତ କରାଇବା ପାଇଁ ନିରାଶ ହୋଇ ଶେଷରେ ବାରଙ୍ଗ ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ)ଙ୍କୁ ୪୦,୦୦୦ ଟଙ୍କା ଲାଞ୍ଚ ଦେଇଛି।' ଆଜି କନକ ନ୍ୟୁଜର ୧୦ମ ସ୍ବନକ୍ଷତ୍ର ଉତ୍ସବରେ…