ସଡ଼କ ସୁରକ୍ଷା ଦେଖିବ ଆଇଆଇଟି
ଭୁବନେଶ୍ୱର: ଏଣିକି ଯାନବାହାନ ଚଳାଚଳ ଓ ସୁରକ୍ଷା ସମସ୍ୟାର ଅଡିଟ କରିବ ଥାର୍ଡ ପାର୍ଟି। ଆଇଆଇଟି ଭୁବନେଶ୍ୱର ୬ ମାସରେ ଅଡିଟ କରି ରିପୋର୍ଟ ପ୍ରଦାନ କରିବ। ସଡ଼କ ଦୁର୍ଘଟଣା ସମୀକ୍ଷା ପରେ ପରିବହନ ସଚିବ ଜି.ଶ୍ରୀନିବାସନ ଏହି ସୂଚନା ଦେଇଛନ୍ତି।
ଏହାଛଡ଼ା ସେ କହିଛନ୍ତି ଯେ, ଇଞ୍ଜିନିୟରିଂ, ପୂର୍ତ୍ତ ଓ…