ନଦୀ ପଠାରେ ନାବାଳିକାକୁ ଦୁଷ୍କର୍ମ
ଅନୁଗୁଳ: ନଦୀ ପଠାରେ ନାବାଳିକାକୁ ଦୁଷ୍କର୍ମ। ବିସ୍କୁଟ୍ ଦେବା ଆଳରେ ଜଣେ ନାବାଳିକାକୁ ନଦୀ ପଠାକୁ ଡାକି ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଏକ ଘୃଣ୍ୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲାରେ। ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ଆଜି ଦିଲେଶ୍ୱରଙ୍କୁ ଗିରଫ କରି କୋର୍ଟ ଚାଲାଣ…