Odisha Link
Bridging the Missing Links in Odisha
Browsing Tag

Rape

ପିଶାଚ ଶିକ୍ଷକ: ନାବାଳିକା ଛାତ୍ରୀଙ୍କୁ…

ପାଟନା: ଶିକ୍ଷକ ନାଁରେ କଳଙ୍କ। ନାବାଳିକା ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରି ଶେଷରେ ଖୁଆଇଲେ ଗର୍ଭନଷ୍ଟ ମେଡିସିନ୍। ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ବିହାରର ସହରସା ଅଞ୍ଚଳରେ। ସୂଚନା ମୁବତାବକ, ଜଣେ ଟ୍ୟୁସନ ଛାତ୍ରୀଙ୍କୁ ଧମକ ଦେଇ ଶିକ୍ଷକ ଲଗାତର ଭାବେ ବର୍ଷ ଧରି ଦୁଷ୍କର୍ମ…

ବଳପୂର୍ବକ ଜଣଙ୍କୁ ଛୁଇଁବା ଯୌନ ଶୋଷଣ…

ମୁମ୍ବାଇ: ବଳପୂର୍ବକ ଜଣଙ୍କୁ ଛୁଇଁବା ଯୌନ ଶୋଷଣ ନୁହେଁ। ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଶନିବାର ଏକ ରାୟ ଶୁଣାଇ କହିଛନ୍ତି ଯେ, ଯୌନ ଶୋଷଣ ସେତେବେଳେ କୁହାଯିବ ଯେତେବେଳେ ଯୌନ ସମ୍ପର୍କ ରଖିବାକୁ ଇଚ୍ଛା କରି ଚର୍ମକୁ ଚର୍ମ ସ୍ପର୍ଶ କରିଥିବ। କେବଳ ଜଣଙ୍କୁ ଛୁଇଁଦେବାକୁ ଯୌନ ଶୋଷଣ ବୋଲି କୁହାଯିବ…

ଗୋଡ଼ହାତ ବାନ୍ଧି ନାବାଳିକାକୁ ଗଣବଳାତ୍କାର

କଟକ: ଜଣେ ୧୩ ବର୍ଷର ନାବାଳିକାର ମୁହଁ ଓ ଗୋଡ଼ ବାନ୍ଧି ଗଣଦୁଷ୍କର୍ମ କରାଯାଇଛି। ଏମିତି ଏକ ଘଟଣା ଘଟିଛି ସାଲେପୁର ଥାନା ଅଞ୍ଚଳରେ। ଏ ସମ୍ପର୍କରେ ନାବାଳିକାର ମା ଥାନାରେ ଲିଖିତ ଅଭିଯୋଗ କରିବା ପରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନାଯୋଗ୍ୟ ଯେ, ପୀଡ଼ିତାର ନାବାଳିକାର ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର।…

ବେତନଟୀରେ ଲଜ୍ଜା, ସ୍କୁଲ୍‌ ଛାତ୍ରୀଙ୍କୁ…

ବେତନଟୀ: ସ୍କୁଲ୍ ଛାତ୍ରୀଙ୍କୁ ଜଙ୍ଗଲରେ ଦୁଷ୍କର୍ମ। ସ୍କୁଲରୁ ଫେରୁଥିବା ସମୟରେ ଜଣେ ଛାତ୍ରୀଙ୍କୁ ବାଟରୁ ଉଠାଇ ନେଇ ଜଙ୍ଗଲରେ ଦୁଷ୍କର୍ମ। ଏହି ଘଟଣାରେ ଅଭିଯୁକ୍ତ ହରିଶ୍ଚନ୍ଦ୍ର ସିଂ (୩୭)କୁ ଗାଁ ଲୋକେ କାବୁ କରିଥିଲେ ମଧ୍ୟ ସେ ଚକ୍‌ମା ଦେଇ ଖସି ପଳାଇଥିଲା। ପରେ ତାକୁ ଜଳେଶ୍ବର ଅଞ୍ଚଳରୁ ପୁଲିସ ଗିରଫ…

ଦିଅର ଓ ପୁତୁରା ଦ୍ବାରା ଦୁଷ୍କର୍ମର…

ରାଇରଙ୍ଗପୁର: ପୁଣି ଦୁଷ୍କର୍ମର ଶିକାର ହେଲେ ମହିଳା। ସମ୍ପର୍କକୀୟ ଦିଅର ଓ ପୁତୁରା ଦ୍ବାରା ମହିଳା ଦୁଷ୍କର୍ମର ଶିକାର ହେବା ଆଉ ଏକ ଲଜ୍ୟା ଜନକ ଘଟଣା। ଏମିତି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଞ୍ଚଳରେ। ଏ ନେଇ ଅଭିଯୋଗ ହେବା ପରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି।…

ଭାଇରାଲ ଧମକ ଦେଇ ଯୁବତୀଙ୍କୁ ବାରମ୍ବାର…

ଆସିକା: ଅଶ୍ଳୀଳ ଭିଡ଼ିଓ ଭାଇରାଲ ଧମକ ଦେଲ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଛି। ଏନେଇ ଏତଲା ପରେ ଅଭିଯୁକ୍ତ କୈଳାସ ସାହୁକୁ ଗିରଫ କଲା ଆସିକା ପୋଲିସ। କଲେଜରେ ଅଡ଼ମିଶନ ନାଁରେ ଯୁବତୀଙ୍କୁ ସହ ପରିଚିତ ହୋଇଥିଲା କୈଳାସ। କୈଶଳକ୍ରମେ ନିଶମିଶା ଲସି ପିଆଇ ଦୁଷ୍କର୍ମ ସହ ଭିଡ଼ିଓ ସୁଟିଂ କରିଥିଲା। ପରେ…

ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍‌

କଟକ: କଟକ ମର୍କତନଗର ନାବାଳିକା ଦୁଷ୍କର୍କ ମାମଲାର ଆଜି ଶୁଣାଣି ହୋଇଛି। ଦୋଷୀ ରାମ ମୁଣ୍ଡାକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଦିଆଯାଇଛି। ଏନେଇ ଦଣ୍ଡାଦେଶ ଘୋଷଣା କରିଛନ୍ତି କଟକ ପକ୍ସୋ କୋର୍ଟ। ୨୦୧୫ ମସିହା ମାର୍ଚ୍ଚ ୧୯ରେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିଲା।

୯ବର୍ଷର ଛାତ୍ରୀକୁ ଦୁଷ୍କର୍ମ, ଶିକ୍ଷକ…

ଉତ୍ତରପ୍ରଦେଶ: ୯ବର୍ଷର ଛାତ୍ରୀକୁ ଶିକ୍ଷକଙ୍କ ଦୁଷ୍କର୍ମ। ଏଭଳି ଏକ ଘୃଣ୍ୟ ତଥା ଗୁରୁ ଏବଂ ଶିଷ୍ୟଙ୍କ ସମ୍ପର୍କକୁ ଲଜ୍ଜିତ କରିବା ଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ଜନପଦ କାସଗଞ୍ଜରେ। ୯ବର୍ଷର ଛାତ୍ରୀଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଘଟଣାର ଅଭିଯୁକ୍ତ ମୌଲାନା ଫେରାର ଥିବା ଜଣାପଡିଛି।…

ଗ୍ରହ ଶାନ୍ତି ନାଁରେ ଆସି ପୂଜାରୀଙ୍କ…

କାଲିମେଳା: ଗ୍ରହ ଶାନ୍ତି ପୂଜା ଆଳରେ ଦୁଷ୍କର୍ମ। ଗ୍ରହ ଶାନ୍ତି ପୂଜା ନାଁରେ ଆସି ସ୍ୱାମୀଙ୍କୁ ବାହାରକୁ ପଠାଇ ସ୍ତ୍ରୀଙ୍କୁ ପୂଜାରୀଙ୍କ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମାଲକାନାଗିରି ଜିଲ୍ଲା ପଡ଼ିଆ ଥାନା ମାଟେରୁ ପଞ୍ଚାୟତ ଟେକାଲଗୁଡା ଗାଁରେ ଏଭଳି ଘଟଣାରେ ସାମ୍ନାକୁ ଆସିଛି। ପୂଜକଙ୍କୁ ଗିରଫ…

ସଇତାନ୍‌ ମାମୁଁ: ଦୁଷ୍କର୍ମ ପରେ ୫ ବର୍ଷର…

ଭୁବନେଶ୍ବର: ନିକଟରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ପରେ ପଥରରେ ଛେଚି ହତ୍ୟା ଅଭିଯୋଗ ହୋଇଥିଲା। ଏହି ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ। ହତ୍ୟାକାରୀକୁ ଗିରଫ କରିଛି ପୁଲିସ। ହତ୍ୟାକାରୀ ଜଣକ ଯାଜପୁର ଜିଲ୍ଲାର କାଳିଆପାଣି ଗାଁର ଶଙ୍କର ଦେହୁରୀ। ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାପରେ ଧରା ପଡିଯିବା ଭୟରେ…