ଡାକ୍ତରଖାନାରେ ଯୁବତୀଙ୍କୁ ଦୁଷ୍କର୍ମ
ନୂଆଦିଲ୍ଲୀ: ଡାକ୍ତରଖାନା ଆଇସିୟୁରେ ଯୁବତୀଙ୍କୁ ଦୁଷ୍କର୍ମ। ଏଭଳି ଏକ ଅଭାବନୀୟ ନୃଶଂସ ଘଟଣା ଘଟିଛି ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୨୧ ବର୍ଷୀୟା ଯୁବତୀଙ୍କ ସହ ଆଇସିୟୁରେ ଦୁଷ୍କର୍ମ ହୋଇଛି। ଯୁବତୀଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ନ ଥିବାରୁ ତାଙ୍କୁ ଆଇସିୟୁରେ…