Odisha Link
Bridging the Missing Links in Odisha
Browsing Tag

Rape

ନିଆଳି ମେଳଣ ବେଳେ ଦିବ୍ୟାଙ୍ଗ…

ନିଆଳି: ନିଆଳି ଅଞ୍ଚଳ କସର୍ଦ୍ଦା ମେଳଣ ଯାତ୍ରା ବେଳେ ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି। ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ମାମଲାରେ ଜଣେ ଯୁବକଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ ଯେ, ଗୁରୁବାର କସର୍ଦ୍ଦା ମେଳଣ…

ପୁଣି ଖାକିରେ କଳଙ୍କ!

ଭୁବନେଶ୍ବର: ଜଣେ ହାବିଲଦାରଙ୍କ ନାଁରେ ଆସିଛି ଦୁଷ୍କର୍ମ ଅଭିଯୋଗ। କ୍ୟାପିଟାଲ ଥାନାରେ କାର୍ଯ୍ୟରତ ହାବିଲଦାରଙ୍କ ନାଁରେ ଏହି ଅଭିଯୋଗ ଆସିଛି। ସମ୍ପକୀୟ ଝିଆରୀଙ୍କୁ ହାବିଲଦାର ପିଉସା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଝିଆରୀ ଜଣକ ଏନେଇ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗ…

ଉତ୍ତର ପ୍ରଦେଶ: ପୁଣି ଲଜ୍ଜା, ୩ବର୍ଷର…

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୈନପୁରୀ ଅଞ୍ଚଳରେ ଲଜ୍ଜା। ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ। ବିବାହ ଉତ୍ସବରେ ଜଣେ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ସୂଚନା। ବୁଧବାର ନାବାଳିକା ଜଣଙ୍କ ନିଜ ପିତାମାତାଙ୍କ ସହିତ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିବାବେଳେ ଏପରି ଘଟିଛି। ଦୁର୍ବୃତ୍ତ ଜଣଙ୍କ ନାବାଳିକାଙ୍କୁ…

ଓଡ଼ିଶାରେ ସାମୁହିକ ବଳାତ୍କାର:…

ବେଙ୍ଗାଲୁରୁ: ଗର୍ଭବତୀ ହେବାର କୌଣସି ଚିହ୍ନବର୍ଣ୍ଣ ନଥିଲା। ସବୁଦିନ ପରି ସେଦିନ ସକାଳେ ବି ମାଲିକଙ୍କ ଘର ପୋଛୁଥିଲେ ନାବାଳିକା ଚାକରାଣୀ। ଠୁଙ୍କା ହୋଇ ବସିଥିଲେ ସେ। ହଠାତ୍‌ ଚଟାଣ ସାରା ରକ୍ତ ଖେଳେଇ ହୋଇ ପଡ଼ିଲା ଆଉ ସେଇ ରକ୍ତାକ୍ତ ଚଟାଣରେ ନାବଳିକା ଚାକରାଣୀଙ୍କ ପେଟରୁ ଖସିଆସିଲା ନବଜାତ ଶିଶୁ।…

ଖାକିରେ ଲାଗିଲା ଦାଗ

ପାରାଦ୍ବୀପ: ଖାକିରେ ଲାଗିଲା ଦାଗ। ସି.ଆ.ଏସ୍.ଏଫ. କନଷ୍ଟେବଲ୍‌ ଏମ୍. କାଣ୍ଡାସ୍ବାମୀଙ୍କ ନାଁରେ ଆସିଛି ସଂଘାତିକ ଅଭିଯୋଗ। ପଡୋଶୀ ଘରର ଝିଅକୁ ଚକୋଲେଟ୍‌ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ। ସାଢେ ୪ ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗରେ ସି.ଆ.ଏସ୍.ଏଫ. କନଷ୍ଟେବଲ୍‌ଙ୍କୁ ଗିରଫ କରିଛି ପାରାଦ୍ବୀପ…

ଯୁବତୀଙ୍କୁ ଦୁଷ୍କର୍ମ

ବୌଦ୍ଧ : ହରଭଙ୍ଗା ଥାନା ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ପୋଲିସ ଅଭିଯୁକ୍ତ ଓ ଅଭିଯୁକ୍ତଙ୍କ ପତ୍ନୀଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ପତ୍ନୀ ତାଙ୍କୁ ଏହି କାମରେ ସହଯୋଗ କରିଥିବାର ସୂଚନା ମିଳିଥିଲା । ସୂଚନା ଅନୁସାରେ ଗତ ୮ ତାରିଖ ରାତିରେ ଯୁବତୀଙ୍କୁ ଡାକିନେଇ ଦୁଷ୍କର୍ମ କରିଥିଲେ।…

ଦୁଷ୍କର୍ମକାରୀର ଜିଭ ଛିଣ୍ଡାଇ ଦେଲେ…

କୋଣାର୍କ: ନିଜର ଇଜ୍ଜତ ବଞ୍ଚାଇବାକୁ ଯାଇ ଜଣେ ମହିଳା ଯୁବକଙ୍କ ଜିଭ ଛିଣ୍ଡାଇ ଫୋପାଡ଼ି ଦେଇଛନ୍ତି। ଏହାପରେ ପ୍ରାଣ ବିକଳରେ ଯୁବକଜଣକ ଘଟଣାସ୍ଥଳରୁ ପଳାଇଥିବା ବେଳେ ପୁଲିସ୍‌ ପହଞ୍ଚି ଛିଣ୍ଡି ଯାଇଥିବା ଜିଭ ଜବତ କରିଛି। ଏପରି ଘଟଣା କାକଟପୁରସ୍ଥିତ ଏକ ଆଶ୍ରମରେ ଘଟିଛି । ସମଗ୍ର ଅଞ୍ଚଳରେ ଏହା ଚର୍ଚ୍ଚାର…

ଦାଦନଙ୍କ ପତ୍ନୀଙ୍କୁ ଗଣଦୁଷ୍କର୍ମ

ଭବାନୀପାଟଣା : ପେଟ ପୋଷିବା ପାଇଁ ରାଜ୍ୟ ବାହାରକୁ ଯାଇ ଦାଦନ ଖଟୁଥିବା ସ୍ବାମୀ ପତ୍ନୀଙ୍କୁ ଗଣଦୁଷ୍କର୍ମ ଘଟଣା ଏବେ ସାମ୍ନାକୁ ଆସିଛି। ଦାଦନ ସ୍ବାମୀ ଜଣେ ଚିହ୍ନା ଲୋକଙ୍କୁ ବିଶ୍ବାସ କରି ତାଙ୍କ ହାତରେ ପତ୍ନୀଙ୍କ ପାଖକୁ ଟଙ୍କା ଓ ଜିନିଷପତ୍ର ପଠାଇଥିଲେ। ମାତ୍ର ଏହି ଟଙ୍କା ଦେବା ବାହାନାରେ ସଂପୃକ୍ତ…

ଗଣଦୁଷ୍କର୍ମ ପରେ ମାରିଦେଲେ!

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅଞ୍ଚଳରେ ଏକ ବିଲ ମଝିରୁ ଜଣେ ୧୬ ବର୍ଷୀୟ ଝିଅର ମୃତଦେହ ଉଦ୍ଧାର କରାଯାଇଛି। ନାବାଳିକା ଜଣକ ଗତକାଲି ରାତିରେ ପରିସ୍ରା କରିବାକୁ ଯାଇ ନିଖୋଜ ଥିଲେ। ତେବେ ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ନିକଟରେ ୨ ଯୁବକଙ୍କ ପ୍ୟାଣ୍ଟ ପଡ଼ିଥିବା…

ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ…

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ପୁଲିସ ଫେରାର ଥିବା ଅଭିଯୁକ୍ତ ନଣ୍ଡା ଦାସକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ, ଗତ ୧୦ ତାରିଖରେ…