ଓଡ଼ିଶାରେ ଲୁଚିଛି ଦୁଷ୍କର୍ମକାରୀ ଶିକ୍ଷକ
ଭୁବନେଶ୍ବର: ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ପରେ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଶିକ୍ଷକ ଓଡ଼ିଶାରେ ଲୁଚିଛି। ଏଭଳି ଆଶଙ୍କା କରି ସିବିଆଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି। ଯଦି ଏଭଳି ଶିକ୍ଷକ ସେଠାରେ ଚାକିରି କରୁଛି ବା ଟ୍ୟୁସନ କରୁଛି ତେବେ ତୁରନ୍ତ ତାକୁ ସିବିଆଇ ଜିମା ଦେବା…