Odisha Link
Bridging the Missing Links in Odisha
Browsing Tag

Rath Jatra

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ: ଗଠନ ହେଲା…

ଓଏଲ୍‌ ବ୍ୟୁରୋ: ଖୁବଶୀଘ୍ର ଖୋଲିିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର। ରାଜ୍ୟ ସରକାର ରତ୍ନ ଭଣ୍ଡାର ଖୋଲିବା ପାଇଁ ପୂର୍ବ କମିଟିକୁ ଭାଙ୍ଗି ୧୬ ଜଣିଆ କମିଟି ଗଠନ କରିଛନ୍ତି। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ନୂଆ କମିଟିର ମୁଖ୍ୟ ହୋଇଛନ୍ତି। ୬ ତାରିଖରେ ଏହି ନୂଆ କମିଟି…

ରଥଯାତ୍ରା ପାଇଁ ୨ ଦିନ ସରକାରୀ ଛୁଟି,…

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷ ରଥଯାତ୍ରା ପାଇଁ ଦୁଇ ଦିନ ସରକାରୀ ଛୁଟି। ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁରୀ ସମୀକ୍ଷା ବୈଠକରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବାକୁ ଅଧିକାରୀଙ୍କୁ ଦେଲେ ନିର୍ଦ୍ଧେଶ। ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ…

ଜୁଲାଇ ୭ରେ ରଥଯାତ୍ରା: ୧୯୭୧ ମସିହା ଭଳି…

ଓଏଲ୍‌ ବ୍ୟୁରୋ: ଜୁଲାଇ ୭ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ସବୁଠୁ ବଡ଼ କଥା ହେଲା ଚଳିତବର୍ଷ ୧୫ ଦିନ ବଦଳରେ ୧୩ ଦିନ ଅଣସର ନୀତି ଅନୁଷ୍ଠିତ ହେବ। ଅର୍ଥାତ୍‌ ୫୩ ବର୍ଷ ପରେ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ୧୯୭୧…

ପାଖେଇ ଆସୁଛି ପ୍ରଭୁଙ୍କ ରଥଯାତ୍ରା, ଏପଟେ…

ଓଏଲ୍‌ ବ୍ୟୁରୋ: ଜୁଲାଇ ୭ ତାରିଖରେ ଅନୁଷ୍ଠିତ ଶ୍ରୀଜିଉଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ସେଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ରଥଖଳାରେ ହାତ ବାନ୍ଧି ବସିଛନ୍ତି ବିଶ୍ବକର୍ମା। ଆଜି ପୂର୍ବାହ୍ନରେ ତିନି ରଥରେ ତୃତୀୟ ଭୂଇଁ ସଂଯୋଗ ହୋଇ ସାରିଛି। ହେଲେ ଏହାପରେ ତିନି ରଥର ଯେଉଁ ସବୁ କାର୍ଯ୍ୟ…

ରଥଯାତ୍ରା: ଶୁଭେଚ୍ଛା ଜଣାଇଲେ…

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ବଡ଼ଦାଣ୍ଡକୁ ଓହ୍ଲାଇବେ ବଡ଼ ଠାକୁର। ସାରା ବିଶ୍ବ କରିବ ମହାବାହୁଙ୍କ ଦିବ୍ୟ ଦର୍ଶନ। ଘୋଷଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ…

ଆଜି ନୀଳାଦ୍ରି ବିଜେ, ରସଗୋଲା ଦେଇ…

ପୁରୀ: ଆଜି ସରିବ ମହାପ୍ରଭୁଙ୍କ ଜନ୍ମବେଦି ଲୀଳା। ଆଜି ରଥଯାତ୍ରାର ଶେଷ ପର୍ବ ‘ନୀଳାଦ୍ରି ବିଜେ’। ରତ୍ନ ସିଂହାସନକୁ ଫେରିବେ ମହାପ୍ରଭୁ। ଗୋଟି ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ ହେବେ ଦାରୁଦିଁଅ। ଶ୍ରୀମନ୍ଦିର ରତ୍ନବେଦିରେ ଉଭା ହେବେ ଶ୍ରୀବିଗ୍ରହ। ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କୁ ବାରଣ…

ରଥଯାତ୍ରାରେ କଟକଣା ଉଲ୍ଲଂଘନ ମାମଲା, ୧୦…

ପୁରୀ: ସରିଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଜନ୍ମବେଦୀରେ ପୂଜା ପାଉଛନ୍ତି ଶ୍ରୀଜିଉ। ହେଲେ ରଥଯାତ୍ରା ସମୟରେ କିଛି ବ୍ୟକ୍ତି SOP ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏବେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପ୍ରାଥମିକ ପ୍ରର୍ଯ୍ୟାୟରେ ତଦନ୍ତ କରାଯାଇ ମୋଟ ୧୦ ଜଣଙ୍କ ନାଁରେ…

ବିଜେହେବେ ମହାବାହୁ, ବିନା ଭକ୍ତରେ…

ପୁରୀ: ଆଜି ସୋମବାର ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥିରେ ଅନୁଷ୍ଠିତ ହେଉଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ସୁଭଦ୍ରା ଏବଂ ଶ୍ରୀସୁଦର୍ଶନଙ୍କ ସହ ନବଦିନ ବ୍ୟାପି ଘୋଷଯାତ୍ରା କରିବେ କାଳିଆ ଠାକୁର ଶ୍ରୀଜଗନ୍ନାଥ। ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଶ୍ରୀଜିଉଙ୍କୁ ଅପେକ୍ଷା କରିଛନ୍ତି…

ସୁସ୍ଥ ହେଲେ ଶ୍ରୀଜିଉ, ରାଜାଙ୍କୁ ସନ୍ଦେଶ…

ପୁରୀ: ସୁସ୍ଥ ହେଲେ ଶ୍ରୀଜିଉ। ଅଣସର ଉପଚାର ପରେ ଚତୁର୍ଦ୍ଧାମୂର୍ତ୍ତି ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଆଜି ଦ୍ବାଦଶ ତିଥିରେ ରାଜ ପ୍ରସାଦରରେ ପହଁଞ୍ଚିଛି ମହାପ୍ରଭୁଙ୍କ ସୁସ୍ଥତାର ଖବର। ରାଜନଅରକୁ ରାଜପ୍ରସାଦ ବିଜେ ହେବା ସହିତ ମହାପ୍ରଭୁ ସୁସ୍ଥ ହେବାର ସନ୍ଦେଶ ଦଇତାପତି ଦେଇଛନ୍ତି। ବିଧି ମୁତାବକ…

ସୁସ୍ଥ ହେଉଛନ୍ତି ଶ୍ରୀଜିଉ, ଆଜି ଲାଗି…

ପୁରୀ: ସ୍ନାନ ପୂର୍ଣ୍ଣିମା ପରଠୁ ଅସୁସ୍ଥ ହୋଇଥିଲେ ଶ୍ରୀଜିଉ। ଏବେ ଧିରେ ଧିରେ ସୁସ୍ଥ ହେବାରେ ଲାଗିଛନ୍ତି ମହାବାହୁ। ଗତକାଲି ଚକାବିଜେ କରିଥିଲେ ଶ୍ରୀଜିଉ। ଆଜି ଅନଵସରର ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ ଲାଗି ହେବ ଦଶମୂଳ ମୋଦକ। ଏହି ସେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ୮ ଜଣ ବୈଦ୍ୟଙ୍କୁ ନିୟୋଜିତ…