Odisha Link
Bridging the Missing Links in Odisha
Browsing Tag

Rath Jatra

ଆଜି ଶ୍ରୀଜିଉଙ୍କୁ ଫୁଲରୀ ତେଲ ଲାଗି

ପୁରୀ: ଆଜି ଶ୍ରୀଜିଉଙ୍କ ଫୁଲରୀ ତେଲ ଲାଗି ନୀତି ଅଣସର ପିଣ୍ଡିରେ ସମ୍ପାଦନ ହେବ। ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିର ଅଣସର ନୀତିର ଅନ୍ୟତମ ଅତି ଗୋପନୀୟ ନୀତି ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଫିଟା ସମ୍ପାଦନ କରିଥିଲେ ଦଇତାପତି ସେବକ। ଶ୍ରୀଅଙ୍ଗ ଫିଟା ନୀତି ସଂପନ୍ନ ହୋଇଥିବା ବେଳେ ଆଜି ଶ୍ରୀଜିଉଙ୍କ ଫୁଲରୀ…

ଦେବସ୍ନାନ ପୂର୍ଣ୍ଣିମା: ସାଢ଼େ ୧ରୁ ୪…

ପୁରୀ: ପାଖେଇ ଆସୁଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ରଥଖଳା ଚଳଚଞ୍ଚଳ। ଭୋଇ ସେବକଠୁ ଆରମ୍ଭ କରି ମହାରଣା ମାନେ ରଥକୁ ଜୀବନ୍ତ ରୂପ ଦେବା ପାଇଁ ଲାଗି ପଡ଼ିଛନ୍ତି। ଆଉ ୧୧ଟା ଦିନ ପରେ ଅନୁଷ୍ଠିନ ହେବ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁ ଜ୍ବରରେ ପଡ଼ି ସୁସ୍ଥ ହେବା ପର୍ଯ୍ୟନ୍ତ ଅଣସର…

ରଥଯାତ୍ରା ୨୦୨୧: ଆଜିଠୁ ଆରମ୍ଭ ହେବ ଅଖ…

ପୁରୀ: ଆଗକୁ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଶ୍ରୀଜିଉଙ୍କ ରଥଯାତ୍ରା ଯେତିକି ପାଖେଇ ଆସୁଛି ସେତିକି ଚଳଚଞ୍ଚଳ ହୋଇ ଉଠୁଛି ରଥଖଳା। କରୋନା କଟକଣାକୁ ଜଗି ଆଗଉଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଅନ୍ୟପଟେ ରଥର ନାହାକା ଚକରେ ପଇତା ପିନ୍ଧାଯାଇଛି। ଅର୍ଥାତ୍ ପଇର ମଝି ଅଂଶରେ ଅଢ଼େଇ ଇଞ୍ଚର ଏକ ବିଟ ଭଳି…

ରଥଖଳା: ବାୟୋ ବବଲରେ ବି ପଶିଲା କରୋନା,…

ପୁରୀ: କରୋନା ପଜିଟିଭ ଚିହ୍ନଟ ହେବା ପରେ ରଥଖଳାକୁ ବାୟୋ ବବଲରେ ପରିଣତ କରା ଯାଇଥିଲା। ହେଲେ ବାୟୋ ବବଲ ଜାରି ହେବା ପରେ ମଧ୍ୟ ଶନିବାର ରଥଖଳାରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବିକ, ପଜିଟିଭ ମଧ୍ୟରେ ଜଣେ ସହଯୋଗୀ ମହାରଣା ଓ ଜଣେ ଭୋଇ ସେବାୟତ…

୨୫ଶହ ବର୍ଷ ରଥଯାତ୍ରା ଇତିହାସରେ ପ୍ରଥମ,…

ପୁରୀ: ଆଜି ହେଉଛି ପବିତ୍ର ରଥଯାତ୍ରା ବା କୋଟି କୋଟି ପ୍ରାଣର ସ୍ପନ୍ଦନ କାଳିଆ ସାଆନ୍ତଙ୍କ ଘୋଷଯାତ୍ରା। ବଡ଼ଭାଇ ଶ୍ରୀବଳଦେବ, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଘେନି ସମସ୍ତ ଅଲୌକିକତା ମଧ୍ୟରେ ଲୌକିକତାର ପରିପ୍ରକାଶ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଜି ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ବାହାରିଛନ୍ତି।…

ବଡ଼ ଖବର: କଟକଣା ମଧ୍ୟରେ ହେବ ରଥଯାତ୍ରା,…

ନୂଆଦିଲ୍ଲୀ: ଜଗନ୍ନାଥ ପ୍ରେମୀଙ୍କ ପାଇଁ ବଡ଼ ଖବର। ସମସ୍ତ କଳ୍ପନା ଜଳ୍ପନର ଅନ୍ତ ଘଟିଲା। ଆସନ୍ତାକାଲି ଅନୁଷ୍ଠିତ ହବେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏନେଇ ସୁପ୍ରିମକୋର୍ଟ ଦେଇଛନ୍ତି ଗ୍ରିନ୍‌ ସିଗନାଲ। ୩ ଜଣିଆ ଖଣ୍ଡପୀଠରେ ସିଜେଆଇ ଏସ୍‌. ଏ ବୋବଡେ, ଜଷ୍ଟିସ୍‌ ଦିନେଶ ମାହେଶ୍ବରୀ ଓ ଜଷ୍ଟିସ୍‌ ଏଏସ୍‌…

ପୁରୀ ଗସ୍ତରେ ମୁଖ୍ୟ ଶାସନ ସଚିବ,…

ପୁରୀ: ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି ପୂର୍ବରୁ ରାଜ୍ୟ ସରକାର ଦେଖାଇଲେ ତତ୍ପରତା। ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ରଥଯାତ୍ରା ପାଇଁ ପ୍ରସ୍ତୁତି ପର୍ବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୁରୀ ଗସ୍ତରେ ଯାଇଛନ୍ତି ମୂଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜି। ପୁରୀ ଠାରେ ଉଭୟ ରହି…

ବଡ଼ଦାଣ୍ଡରୁ ଉଠା ଦୋକାନୀ ହଟିବାକୁ…

ପୁରୀ: ରାତି ପାହିଲେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ନେଇ ଧିରେ ଧିରେ ଆଶା ଉଜ୍ଜୀବିତ ହେଉଛି। ପୁରୀ ରଥଯାତ୍ରା ନିଷ୍ପତ୍ତିର ପୁନର୍ବିଚାର ପାଇଁ ହୋଇଥିବା ମୋଡିଫିକେସନ୍‌ ‌ ପିଟିଶନକୁ ଶୁଣାଣି ଲାଗି ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ରଥଯାତ୍ରା ମାମଲାର…

ରଥଯାତ୍ରା ମାମଲା: ଅପରାହ୍ନ ୨.୩୦ରେ…

ନୂଆଦିଲ୍ଲୀ: ଆଜି ଅପରାହ୍ନ ୨ଟା ପରିବର୍ତ୍ତେ ୨ଟା ୩୦ରେ ରଥଯାତ୍ରା ମାମଲାର ଶୁଣାଣି କରାଯିବ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ.ଏ ବୋବଡେ଼ଙ୍କ ନେତୃତ୍ୱାଧୀନ ୩ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଏହି ୩ଜଣିଆ ଖଣ୍ଡପୀଠରେ ଜଷ୍ଟିସ୍‌ ଦିନେଶ ମାହେଶ୍ବରୀ, ସିଜେଆଇ ଏସ୍‌ ଏ ବୋବଡେ ଓ ଜଷ୍ଟିସ୍‌…

ସୁପ୍ରିମକୋର୍ଟରେ ରଥଯାତ୍ରା : ସିଜେଆଇଙ୍କ…

ନୂଆଦିଲ୍ଲୀ: ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ନେଇ ଧିରେ ଧିରେ ଆଶା ଉଜ୍ଜୀବିତ ହେଉଛି। ପୁରୀ ରଥଯାତ୍ରା ନିଷ୍ପତ୍ତିର ପୁନର୍ବିଚାର ପାଇଁ ହୋଇଥିବା ମୋଡିଫିକେସନ୍‌ ‌ ପିଟିଶନକୁ ଶୁଣାଣି ଲାଗି ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ରଥଯାତ୍ରା ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାର ଏବଂ କେନ୍ଦ୍ର…