Odisha Link
Bridging the Missing Links in Odisha
Browsing Tag

RBI

୧୦ରେ ସରୁଛି କାର୍ଯ୍ୟକାଳ,…

ଓଏଲ୍‌ ବ୍ୟୁରୋ: କିଏ ହେବ ଭାରତୀୟ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ? ନା ପୁଣିଥରେ ବଢ଼ିବ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ। ଏସବୁ ଚର୍ଚ୍ଚା ଏଥିପାଇଁ ଲାଗି ରହିଛି ଯେ ବର୍ତ୍ତମାନର ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଡିସେମ୍ବର ୧୦ ତାରିଖରେ ଶେଷ ହେଉଛି। ଏଭଳି ସ୍ଥିତିରେ…

ବ୍ରିଟେନ୍‌ରୁ ୧୦୦ ଟନ୍‌ ସୁନା ଫେରାଇ…

ଓଏଲ୍‌ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ନେଲା ବଡ଼ ପଦକ୍ଷେପ। ବ୍ରିଟେନ୍‌ରୁ ୧୦୦ ଟନ୍‌ରୁ ଅଧିକା ସୁନା ଭାରତକୁ ଫେରାଇ ଆଣିଛି। ଏଥିସହିତ ସୁନାକୁ ଦେଶର ଭଣ୍ଡାରକୁ ସ୍ଥାନାନ୍ତର କରିଛି। ବ୍ୟାଙ୍କ ଅଫ୍‌ ଇଂଲଣ୍ଡରେ ଗଚ୍ଛିତ ରଖିଥିବା ସୁନା ମଧ୍ୟରୁ ଆରବିଆଇ ପୁଣି ଥରେ ୧୦୦ ଟନ୍ ସୁନା ଫେରାଇ…

କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ଉପରେ…

ଓଏଲ୍‌ ବ୍ୟୁରୋ: କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଏଣିକି ଅନଲାଇନ୍‌, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ ନୂତନ ଗ୍ରାହକଙ୍କୁ ଯୋଡ଼ି ପାରିବନି କୋଟାକ୍‌ ମହିନ୍ଦ୍ରା ବ୍ୟାଙ୍କ। ଏଥିସହିତ ନୂଆ କ୍ରେଡିଟ କାର୍ଡ ପ୍ରଦାନ ଉପରେ ମଧ୍ୟ ଆରବିଆଇ ନେଇଛି ବଡ଼…

ବଜାରରେ ଆଉ ଦେଖିବାକୁ ମିଳିବନି ୨୦୦୦…

ଓଏଲ୍‌ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୨୩ ମେ’ ୧୯ରେ ୨୦୦୦ ଟଙ୍କିଆ ନୋଟ୍‌ ଅଚଳ ହୋଇଯିବ ବୋଲି ଘୋଷଣା କରାଯାଇଥିଲା। ସେପ୍ଟେମ୍ବର ୩୦ ମଧ୍ୟରେ ବଜାରରେ ଥିବା ୨ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରେ ଫେରସ୍ତ କରାଯାଇପାରିବ ବୋଲି ଆରବିଆଇ ପକ୍ଷରୁ ସ୍ପଷ୍ଟ ବି କରାଯାଇଥିଲା। ପରେ ଏହି ଅବଧି…

ଗ୍ରାହକଙ୍କୁ ଆଶ୍ବସ୍ତି, ପୁଣିଥରେ…

ଓଏଲ୍‌ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ଼ ସୂଚନା ପ୍ରକାଶ ପାଇଛି। ଯାହାପରେ ଗ୍ରାହକମାନଙ୍କୁ ଆଶ୍ୱସ୍ତି ମିଳିଛି। ରେପୋ ରେଟ୍ ବୃଦ୍ଧି ପାଇବାର ଆଶଙ୍କା ଥିବାବେଳେ ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ରେପୋ ରେଟ୍ ପରିବର୍ତନ…

ବଢ଼ିଲା ୨ ହଜାର ଟଙ୍କିଆ ନୋଟ ବଦଳି ଅବଧି

ଓଏଲ୍‌ ବ୍ୟୁରୋ: ଦେଶର ଜନସାଧାରଣଙ୍କ ପାଇଁ ଖୁସି ଖବର। ୨ ହଜାର ଟଙ୍କିଆ ନୋଟର ବଦଳାଇବା ଅବଧି ବୃଦ୍ଧି ପାଇଛି। ଅବଧି ଆଜି ଶେଷ ହେବାର ଥିବା ବେଳେ ଏହାକୁ ଅକ୍ଟେବାର ୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ। ୨ ହଜାର ଟଙ୍କିଆ ନୋଟ୍‌ର ବଦଳି ଅବଧି ଆଜି ଶେଷ ହେଉଥିଲା।କିନ୍ତୁ…

ବ୍ୟାଙ୍କକୁ ଫେରିଲାଣି ୮୮% ଦୁଇ ହଜାର…

ଓଏଲ୍‌ ବ୍ୟୁରୋ: ୨୦୦୦ ଟଙ୍କିଆ ନୋଟ୍‌କୁ ନେଇ ବଡ଼ ଅପଡେଟ୍‌ ଦେଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଆଜି ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଯେ, ୮୮ ପ୍ରତିଶତ ଦୁଇ ହଜାଟ ଟଙ୍କିଆ ନୋଟଗୁଡ଼ିକ ଦେଶର ବିଭିନ୍ନ ବ୍ୟାଙ୍କଗୁଡ଼ିକୁ ଫେରି ଆସିଛି। ଜୁଲାଇ ୩୧ ସୁଦ୍ଧା ବଜାରରେ କେବଳ ୪୨ ହଜାର କୋଟି ଟଙ୍କା ମୂଲ୍ୟର ୨୦୦୦…

ଗ୍ରାହକଙ୍କୁ ଆଶ୍ୱସ୍ତି, ଅପରିବର୍ତ୍ତିତ…

ଓଏଲ୍‌ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ ସୂଚନା ପ୍ରକାଶ ପାଇଛି। ଯାହାପରେ ଗ୍ରାହକମାନଙ୍କୁ ବଡ ଆଶ୍ୱସ୍ତି ମିଳିଛି। ରେପୋ ରେଟ୍ ବୃଦ୍ଧି ପାଇବାର ଆଶଙ୍କା ଥିବାବେଳେ ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ ଘୋଷଣା କରାଯାଇଛି। ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ରେପୋ ରେଟ୍ ପରିବର୍ତନ…

ଆଜିଠୁ ବଦଳ କରିପାରିବେ ୨ହଜାର ଟଙ୍କିଆ…

ଓଏଲ୍‌ ବ୍ୟୁରୋ: ଆପଣ ୨ହଜାର ଟଙ୍କଆ ନୋଟ୍‌ ରଖିଛନ୍ତି କି? ଯଦି ହଁ ତେବେ ବ୍ୟାଙ୍କରେ ଯାଇ କରିନିଅନ୍ତୁ ବଦଳ। କାରଣ ଆଜିଠୁ ଆରମ୍ଭ ହେଉଛି ୨ ହଜାର ଟଙ୍କିଆ ନୋଟର ବଦଳ ପ୍ରକ୍ରିୟା। ଆଜିଠାରୁ ବ୍ୟାଙ୍କରେ ଲୋକେ ଜମା କରିପାରିବେ ନିଜ ପାଖରେ ଥିବା ୨୦୦୦ ଟଙ୍କିଆ ନୋଟ୍। ଲୋକେ ଚାହିଁଲେ ବ୍ୟାଙ୍କରେ ଦୁଇ ହଜାର…

୭ମଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ…

ମୁମ୍ବାଇ: ଆଜିକୁ ମିଶାଇ ୭ମଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଛି। ଲାଗି ରହିଥିବା ଅନିଶ୍ଚିତତା ଏବଂ ବୈଶ୍ବିକ ଆର୍ଥିକ ବଜାରରେ ଦ୍ରୁତ ପରିବତ୍ତର୍ନ ମଧ୍ୟରେ ଦେଶରେ ଚାଲିଥିବା ଅଭିବୃଦ୍ଧି ସୁଧାରରେ ସହଯୋଗ କରିବା ଲାଗି ଏହା ଆବଶ୍ୟକ ବୋଲି ରିଜର୍ଭ ବ୍ୟାଙ୍କ୍‌…