Odisha Link
Bridging the Missing Links in Odisha
Browsing Tag

Record

ପ୍ରଥମ ଭାରତୀୟ ଭାବେ ବାପ-ପୁଅଙ୍କ…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ଭାରତ-ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ ମ୍ୟାଚ୍। ଓ୍ବେଷ୍ଟଇଣ୍ଡିଜ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି। ମଧ୍ୟାହ୍ନ ଭୋଜନ ସୁଦ୍ଧା ଓ୍ବେଷ୍ଟଇଣ୍ଡିଜ ଦଳ ୪ ଓ୍ବିକେଟ ହରାଇ ୬୮ ରନ୍‌ କରିଛି। ପ୍ରଥମ ସେସନରେ ହିଁ ଭାରତ ଓ୍ବେଷ୍ଟଇଣ୍ଡିଜ ଉପରେ ଭାରି ପଡ଼ିଛି। ଭାରତ ପକ୍ଷରୁ…

ଟିକାକରଣରେ ରେକର୍ଡ କଲା ଓଡ଼ିଶା

ଭୁବନେଶ୍ୱର: ଟିକାକରଣରେ ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କଲା ଓଡ଼ିଶା। ସୋମବାର ରାଜ୍ୟରେ ୪ଲକ୍ଷ ଅତିକ୍ରମ କରିଛି ଟିକାକରଣ ସଂଖ୍ୟା। ସୋମବାର ସମୁଦାୟ ୧୭୩୫ଟି କେନ୍ଦ୍ରରେ ୪ ଲକ୍ଷ ୨ ହଜାର ୪୩୪ ଜଣଙ୍କୁ ଟିକାକରଣରେ ସାମିଲ କରାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟି ୨୫ ଲକ୍ଷ ଡୋଜର ଟିକା ପ୍ରଦାନ…

IPL: ଗୋଟିଏ ଦିନରେ ୩ଟି ରେକର୍ଡ କଲେ…

ନୂଆଦିଲ୍ଲୀ: କରୋନା କାଳରେ ଦେଶରେ ଚାଲିଛି ଫଟାଫଟ୍‌ କ୍ରିକେଟ ଲିଗ୍‌। ଜୈବ ସୁରକ୍ଷା ବଳୟ ଭିତରେ ଚାଲିଛି ଖେଳ। ଟୁର୍ଣ୍ଣାମେଣ୍ଟ ଆଗକୁ ବଢ଼ିବା ସହ ଖେଳାଳି ମାନେ କରୁଛନ୍ତି ରେକର୍ଡର ବର୍ଷା। ଏହାରି ମଧ୍ୟରେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ ଡେଭିଡ ଓ୍ବାର୍ଣ୍ଣର ପ୍ରଥମ ଖେଳାଳି ଭାବେ ଆଇପିଏଲ ଇତିହାସରେ…

ରେକର୍ଡ କଲେ ଓଡ଼ିଆ ଝିଅ ରିଷିତା

ଭୁବନେଶ୍ୱର: ରେକର୍ଡ କଲେ ଓଡ଼ିଆ ଝିଅ ରିଷିତା। ମାତ୍ର ୧୦ ବର୍ଷ ବୟସରେ ରିଷିତା ‘ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସ’ ଓ ‘ଏସିଆ ବୁକ୍ ଅଫ୍ ରେକର୍ଡ୍ସ’ରେ ସ୍ଥାନିତ ହୋଇଛନ୍ତି। ଭୁବନେଶ୍ୱରର କୁନି ଝିଅ ରିଷିତା ସାମନ୍ତରାୟ ରୁବିକ୍ସ କ୍ୟୁବ୍ସ ଗେମରେ ସଫଳତା ପାଇଛନ୍ତି। ମାତ୍ର ୧୫ ମିନିଟ୍ ସମୟ ମଧ୍ୟରେ ରିଷିତା…

ଜିଏସଟି ଆଦାୟରେ ରେକର୍ଡ

ନୂଆଦିଲ୍ଲୀ: ଦେଶରେ ଜିଏସଟି ଆଦାୟରେ ରେକର୍ଡ। ମାର୍ଚ୍ଚ ମାସରେ ଦେଶର ଜିଏସଟି ରାଜସ୍ୱ ରେକର୍ଡ ୧ ଲକ୍ଷ ୨୩ ହଜାର ୯୦୨ କୋଟି ଛୁଇଁଛି। ମାର୍ଚ୍ଚ ୨୦୨୦ ତୁଳନାରେ ୨୭ ପ୍ରତିଶତ ଅଧିକ ହୋଇଥିବାବେଳେ ଫେବୃଆରୀ ୨୦୨୧ ତୁଳନାରେ ପ୍ରାୟ ୯.୭ ପ୍ରତିଶତ ଅଧିକ। ଫେବୃଆରୀ ୨୦୨୧ରେ ଜିଏସଟି ଆଦାୟ ୧,୧୩,୧୪୩ କୋଟି…

ଜିଏସ୍‌ଟି ଆଦାୟରେ ରେକର୍ଡ

ନୂଆଦିଲ୍ଲୀ: ଜିଏସ୍‌ଟି ଆଦାୟରେ ରେକର୍ଡ। ୨୦୨୦ ଡିସେମ୍ବରରେ ରାଜ୍ୟରେ ମୋଟ ଜିଏସ୍‌ଟି (କେନ୍ଦ୍ରୀୟ ଜିଏସଟି, ରାଜ୍ୟ ଜିଏସଟି, ସମନ୍ବିତ ଜିଏସଟି ଓ ଅତିରିକ୍ତ ଟିକସ) ଆଦାୟରେ ୨୦.୦୧ ପ୍ରତିଶତ ବୃଦ୍ଧି ହୋଇଛି। ୨୦୧୯ ଡିସେମ୍ବରରେ ରାଜ୍ୟରେ ୨୩୮୩.୨୯ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିବା‌ ବେଳେ…

କରୋନା ଟେଷ୍ଟରେ ଓଡ଼ିଶା ଦ୍ବିତୀୟ

ଭୁବନେଶ୍ବର: ରେକର୍ଡ ସଂଖ୍ୟକ କରୋନା ଟେଷ୍ଟରେ ସାରା ଦେଶରେ ଓଡ଼ିଶା ଦ୍ବିତୀୟ ସ‌୍ଥାନରେ ରହିଛି। ଦିନକରେ ଏକ ନିୟୁତ ଲୋକସଂଖ୍ୟାରେ ଟେଷ୍ଟ ହାରରେ ଓଡିଶା ଦ୍ବିତୀୟ ସ‌୍ଥାନରେ ରହିଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। କେନ୍ଦ୍ରର ସୂଚନା ମୁତାବକ ଏକ ନିୟୁତ…

୧୦୦ ଓ୍ବିକେଟ କ୍ଲବରେ କୁଲଦୀପ ଯାଦବ

ରାଜକୋଟ୍‌: ରାକୋଟରେ ଟିମ୍‌ ଇଣ୍ଡିଆର ବାଜିମାତ୍। ଅନ୍ୟପଟେ ଟିମ୍ ଇଣ୍ଡିଆର ଚାଇନାମ୍ୟାନ୍ କୁଲଦୀପ ଯାଦବ ଅନ୍ତର୍ଜାତୀୟ ଦିନିକିଆରେ ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି। ସେ ଭାରତୀୟ ସ୍ପିନର୍ ଭାବେ ଦ୍ରୁତ ୧୦୦ ୱିକେଟ୍ ନେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ କୁଲଦୀପ ଏହି…

ବିରାଟଙ୍କ ୫ହଜାର ରନ୍ ପୂରଣ, ହେଲେ ନୂଆ…

କୋଲକାତା: ଟେଷ୍ଟ କ୍ରିକେଟରେ ନୂଆ ରେକର୍ଡ କରିଛନ୍ତି ବିରାଟ କୋହଲି। ଅଧିନାୟକ ଭାବେ କୋହଲି ଟେଷ୍ଟରେ ୫ହଜାର ରନ୍ ପୂରଣ କରିଛନ୍ତି। ଏହି ମାମଲାରେ ସେ ଦୁନିଆର ଷଷ୍ଠ କ୍ୟାପଟେନ୍ ଭାବେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି। ତେବେ କୋହଲି ବିଶ୍ୱର ପ୍ରଥମ କ୍ୟାପଟେନ୍ ଭାବେ ଦ୍ରୁତ ୫ହଜାର ରନ୍ ପୂରଣ କରିଛନ୍ତି।…

ବିରାଟଙ୍କ ପାଇଁ ଶୁଭ ଓ୍ବେଷ୍ଟଇଣ୍ଡିଜ…

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ସର୍ବଦା ସଫଳ ରହିଛି। ବିଶେଷକରି ଟେଷ୍ଟ ଫର୍ମାଟରେ ବିରାଟଙ୍କ ଭଲ ରେକର୍ଡ଼ ରହିଛି। ଗତକାଲି ଟିମ୍‌ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ଟିକିଆ ଟେଷ୍ଟ ସିରିଜ୍‌ ୨-୦ରେ ବିଜୟୀ ହୋଇଛି। ଏହାପୂର୍ବରୁ ଭାରତୀୟ ଟିମ୍‌…