ନିଜ ନାମରେ ଅଲୋଡ଼ା ରେକର୍ଡ କଲେ ଚହଲ, ଏହି…
ସିଡନୀ: ଗତକାଲି ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା ପ୍ରଥମ ଦିନିକିଆ। ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆ ୬୬ରନରେ ବିଜୟ ହାସଲ କରିଥିଲା। ହେଲେ ପ୍ରଥମ ଦିନିକିଆରେ ଟିମ୍ ଇଣ୍ଡିିଆର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ନିଜ ନାମରେ ଏକ ଲଜ୍ଜ୍ୟଜନକ ଓ ଅଲୋଡ଼ା ରେକର୍ଡ…