ଟିକା ପାଇଁ ଅଫଲାଇନରେ ହୋଇପାରିବ…
ଭୁବନେଶ୍ୱର:ଟିକାକରଣ ପାଇଁ କୋୱିନ ଆପରେ ସମସ୍ୟା ଥିଲେ ଅଫଲାଇନରେ ପଞ୍ଜିକରଣ ହୋଇପାରିବ।ଲୋକମାନେ ଅଫଲାଇନରେ ପଞ୍ଜୀକରଣ କରି କରୋନା ଟିକା ନେଇପାରିବେ ।
ଏନେଇ ସମସ୍ତ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଏସିଏସ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ନାଗରିକ ଯେପରି ସମସ୍ୟା ନଭୋଗିବେ ସେଥିପ୍ରତି…