ସୋନୁ ସୁଦଙ୍କ ପାଇଁ ବଢୁଛି ଅଡୁଆ
ମୁମ୍ବାଇ: ରିଲ୍ରୁ ରିଅଲ ହିରୋ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ମୁମ୍ବାଇର ଜୁହୁ ସ୍ଥିତ ଆବାସିକ ଅଞ୍ଚଳରେ ବେଆଇନ ନିର୍ମାଣକୁ ନେଇ ବିଏମସି ସୋନୁଙ୍କୁ ନୋଟିସ୍ କରିଥିଲା। ଏହାକୁ ଖାରଜ ଓ ଅନ୍ତରୀଣ ସୁରକ୍ଷା ପାଇଁ ସୋନୁ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।…