ବିନୟର ପିଟିସନ ଖାରଜ
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ବିନୟ ଶର୍ମାର ଖାରଜ ହୋଇଛି ପିଟିସନ। ପିଟିସନ ଖାରଜ କଲେ ଦିଲ୍ଲୀର ପାଟିଆଲା ହାଉସ୍ କୋର୍ଟ। ନିଜକୁ ମାନସିକ ବିକୃତ ଦର୍ଶାଇ ପିଟିସନ ଦାଖଲ କରିଥିଲା ଦୋଷୀ ବିନୟ ଶର୍ମା। ମାନସିକ ବିକୃତ ନୁହେଁ, ଅବସାଦ ବୋଲି କହିଲେ ଦିଲ୍ଲୀର ପାଟିଆଲା ହାଉସ୍…