ରେମୋ ଡି’ ସୁଜାଙ୍କୁ ହୃଦ୍ଘାତ
ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଡ୍ୟାନ୍ସ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡି ସୁଜାଙ୍କୁ ହୃଦ୍ଘାତ। ହୃଦ୍ଘାତ ଅନୁଭବ ହେବା ପରେ ବର୍ତ୍ତମାନ ରେମୋଙ୍କୁ ମୁମ୍ବାଇର କୋକିଲା ବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ନେଇ ଜଣାପଡିଛି। ସେ ଆସିୟୁରେ ଆଡମିଟ୍…