ସୁସ୍ଥ ହୋଇ ଘରକୁ ଫେରିଲେ ରେମୋ
ମୁମ୍ବାଇ: ସୁସ୍ଥ ହୋଇ ଘରକୁ ଫେରିଲେ ବଲିଉଡର କୋରିଓଗ୍ରାଫର ରେମୋ ଡିସୁଜା। ସେ ହୃଦଘାତର ଶିକାର ହୋଇ କୋକିଲାବେନ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।ସେ ସୁସ୍ଥ ଅଛନ୍ତି ବୋଲି ନିଜେ ସୋଶାଲ ମିଡିଆରେ ଏକ ଭିଡିଓ ଶେଆର କରି ସୂଚନା ଦେଇଛନ୍ତି ।
ସୋଶାଲ ମିଡିଆରେ ରେମୋ ଏକ ସ୍ଲୋ ମୋଶନ ଭିଡିଓ ଶେଆର…