ଆଲୋଚନା ପରେ ମନ୍ଦିର ଖୋଲିବାକୁ…
ଭୁବନେଶ୍ବର: ମନ୍ଦିର ଖୋଲିବା ନେଇ ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ମନ୍ଦିର ଖୋଲିବା ନେଇ ଆଲୋଚନା ହୋଇନାହିଁ। ମନ୍ଦିର ଖୋଲିବା ନେଇ ଆଲୋଚନା ହେଲା ପରେ ନିଷ୍ପତ୍ତି ନେବୁ। କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ୍…