ସାଧାରଣତନ୍ତ୍ର ଦିବସ: ପ୍ୟାରେଡ଼ର…
ନୂଆଦିଲ୍ଲୀ: ଏଥର ସାରା ଦେଶ ଦେଖିବ ମହିଳା ଶକ୍ତିର ଝଲାକ। କାରଣ ଏଥର ସାଧାରଣତନ୍ତ୍ର ଦିବସରେ ଦ୍ଵିତୀୟ ଥର ପାଇଁ ଜଣେ ମହିଳା ସେନା ଅଧିକାରୀ ମିଳିତ ପ୍ୟାରେଡ଼ର ନେତୃତ୍ୱ ନେବାର ଦେଖିବାକୁ ମିଳିବ। କ୍ୟାପଟେନ ତାନିଆ ସେରଗିଲ ପ୍ରଥମ ଥର ପୁରୁଷ ଦଳର ନେତୃତ୍ୱ ନେବେ। ଗତବର୍ଷ ମଧ୍ୟ କ୍ୟାପଟେନ ଭାବନା…