Odisha Link
Bridging the Missing Links in Odisha
Browsing Tag

rescue

ଉତ୍ତରକାଶୀ ଟନେଲ୍‌ ଟ୍ରାଜେଡି: ୧୭ ଦିନର…

ଓଏଲ୍‌ ବ୍ୟୁରୋ: ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲ୍‌ରୁ ବାହାରୁଛନ୍ତି ଫସି ରହିଥିବା ଶ୍ରମିକ। ୧୭ ଦିନର ଉଦ୍ଧାରକାର୍ଯ୍ୟ ପରେ ମଙ୍ଗଳବାର 'ମଙ୍ଗଳସମୟ' ଆସିଛି ଯାହାକୁ ସାରା ଦେଶବାସୀ ଚାହିଁ ବସିଥିଲେ। ୪୦୦ ଘଣ୍ଟାରୁ ଉର୍ଦ୍ଦ୍ବ ସମୟର ଅକ୍ଲାନ୍‌ ପରିଶ୍ରମ ଆଉ ଦେଶ, ବିଦେଶରୁ ଆସିଥିବା ମେସିନ୍‌, ବିଶେଷଜ୍ଞ ଓ…

ଶିଶୁ ବିକ୍ରି ମାମଲା: ମାଳିସାହିରୁ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଶିଶୁ ବିକ୍ରି ମାମଲା। ବିକ୍ରି ହୋଇଥିବା ଶିଶୁକୁ ମାଳି ସାହିରୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍। ଛୁଆ ନଥିବାରୁ ୧୦ହଜାର ଟଙ୍କାରେ ଶିଶୁ ପୁତ୍ରକୁ ଜଣେ ମହିଳା କିଣିଥିଲେ। ୧୦ ଦିନର ଶିଶୁ ପୁତ୍ରକୁ ୧୦ ହଜାର ଟଙ୍କାରେ ବିକ୍ରି ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବା…

ବୁଦା ମୂଳରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

ରାଇରଙ୍ଗପୁର: ବୁଦା ମୂଳରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଏକଡାଳି ଗ୍ରାମରେଏଭଳି ଅଭାବନୀୟ ଘଟଣା ଘଟିଛି। ଗ୍ରାମବାସୀ ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି। ସୂଚନା ମୁତାବକ, ଆଜି ସକାଳ ସମୟରେ ଗ୍ରାମର ଏକ ଛୋଟ ପିଲା ଶୌଚ ହେବାକୁ ଯାଉଥିବା ସମୟରେ ଶିଶୁର…

କୂଅରେ ପଡ଼ିଲା ହାତୀ, ଉଦ୍ଧାର କାର୍ଯ୍ୟ…

ବନ୍ତଳା: କୂଅରେ ପଡ଼ିଲା ହାତୀ। ଅନୁଗୁଳ ବ୍ଲକ ଶରଧାପୁର ପଞ୍ଚାୟତ ବାଲିଜେରେଙ୍ଗ ଗାଁର ଏକ କୂଅରେ ହାତୀ ପଡି ଦୀର୍ଘ ୮ଘଣ୍ଟା ହେଲା ଛଟପଟ ହେଉଛି। ରାତି ପ୍ରାୟ ୨ଟା ବେଳେ ହାତୀଟି ଏହି କୂଅରେ ପଡ଼ିଥିବା ବେଳେ ଏ ପର୍ଯ୍ୟନ୍ତ ଉଦ୍ଧାର ହୋଇନାହିଁ। ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ…

ଜେସିବିରୁ ୧୧ ଫୁଟର ଅଜଗର ଉଦ୍ଧାର

ବ୍ରହ୍ମପୁର: ଜେସିବିରୁ ୧୧ ଫୁଟର ଅଜଗର ସାପ ଉଦ୍ଧାର। ବ୍ରହ୍ମପୁର ସହର ଉପକଣ୍ଠ ପଲ୍ଲୀଗୁମୁଲା ଗାଁ ନୂଆ ବନ୍ଧ ନିକଟରୁ ୨ଟି ବିଶାଳକାୟ ଅଜଗର ସାପ ଉଦ୍ଧାର ହୋଇଛ। ସ୍ନେକ ହେଲ୍ପ ଲାଇନ ସଦସ୍ୟ ସାପକୁ ଉଦ୍ଧାର କରିଛନ୍ତି। ସୂଚନା ମୁତାବକ, ନୂଆ ବନ୍ଧର ସୋନ୍ଦର୍ଯ୍ୟ କରଣ କାର୍ଯ୍ୟ ସମୟରେ ଜେସିବି ମସିନ…

ନାଳରୁ ୬ଫୁଟର କୁମ୍ଭୀର ଉଦ୍ଧାର

ସୋର: ନାଳରୁ ଉଦ୍ଧାର ହେଲା ବିରାଟ କୁମ୍ଭୀର। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖରାସାହାପୁର ନିକଟରୁ ଛଅ ଫୁଟ ଲମ୍ବର ଏକ ବିରାଟ କୁମ୍ଭୀର ଉଦ୍ଧାର କରାଯାଇଛି। ମାଛ ମାରିବାକୁ ଯିବା ବେଳେ ଏହି କୁମ୍ଭୀର ଉଦ୍ଧାର କରିଥିଲେ ମତ୍ସଜୀବୀ। ମତ୍ସଜୀବୀ ନାଳରୁ କୁମ୍ଭୀର ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର…

୫୦ କେଜିର କଇଁଛ ଉଦ୍ଧାର

କଟକ : ୫୦ କେଜିର କଇଁଛ ଉଦ୍ଧାର। କଟକ ଚୌଦ୍ୱାର ସହରରୁ ଏକ ୫୦ କେଜିର କଇଁଛ ଉଦ୍ଧାର କରିଛି ବନବିଭାଗ। ବନବିଭାଗ ଏହି କଇଁଛକୁ ଉଦ୍ଧାର କରିବା ସହ ୪ ଜଣକୁ ଏନେଇ ଗିରଫ କରିଛି। ଚୌଦ୍ୱାର ପୌରପାଳିକା ୫ ନମ୍ବର ୱାର୍ଡ ଅନ୍ତର୍ଗତ ଦେହୁରୀ ସାହିର ମାୟାଧର ଦେହୁରୀଙ୍କ ଘରୁ ଏହି କଇଁଛ ଉଦ୍ଧାର କରାଯାଇଛି।…

ମାନବିକତା ଦେଖାଇ ଚୀନ ନାଗରିକଙ୍କ ଜୀବନ…

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ବେଳେ ମଧ୍ୟ ମାନବିକତା ଦେଖାଇଛି ଭାରତୀୟ ସେନା। ଉତ୍ତର ସିକ୍କିମରେ ଫସି ରହିଥିବା ଚୀନ ନାଗରିକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଭାରତୀୟ ସେନା। ଜଣେ ମହିଳା ନାଗରିକଙ୍କ ସମେତ ମୋଟ ୩ ଚୀନ ନାଗରିକ ଉତ୍ତର ସିକ୍କିମରେ ‘ଜିରୋ ଡିଗ୍ରି’ରେ…

ବେଡ୍‌ ରୁମ୍ରୁ ନାଗ ସାପ ଉଦ୍ଧାର

କଟକ: ବେଡ୍‌ ରୁମ୍ରୁ ନାଗ ସାପ ଉଦ୍ଧାର। ଗତକାଲି ସନ୍ଧ୍ୟାରେ କଟକ ଜିଲ୍ଲାର ବାଙ୍କୀ ହରିରାଜପୁର ଗ୍ରାମର ଶରତ ପଣ୍ଡାଙ୍କ ବେଡ଼ ରୁମରୁ ଏକ ନାଗ ସାପ ଉଦ୍ଧାର କରାଯାଇଛି। ସ୍ନେକ ହେଲ୍ପ ଲାଇନ ସଦସ୍ୟ ଲଳିତ ମୋହନ ପଣ୍ଡା ଏବଂ ଦୁର୍ଗା ମାଧବ ମହାପାତ୍ର ଖୋଜାଖୋଜି ପରେ ସାପର ଦେଖା ମିଳିଲା ନଇଲା । କିନ୍ତୁ…

ଜହାଜରେ ଫସିଥିବା ଭାଇ ପାଇଁ ଦୀପ ଜାଳୁଛି…

ମାଲକାନଗିରି: କରୋନା ଭାଇରସର ଆତଙ୍କ ଯୋଗୁଁ ଜାପାନରେ ଫସି ରହିଛନ୍ତି ଓଡ଼ିଆ ଯୁବକ। ଭାଇକୁ ରକ୍ଷା କରିବା ପାଇଁ ଭଗବାନଙ୍କ ଠାରେ ଗୁହାରୀ କରିଛି ଭଉଣୀ। ଜାପାନର ୟୋକୋହାମାରେ ଜାହାଜ ଭିତରେ ‘କୋରୋନା’ ଆକ୍ରାନ୍ତଙ୍କ ମଧ୍ୟରେ ଫସିରହିଥିବା ଓଡ଼ିଆ ଯୁବ ଇଂଜିନିୟର ଶିବାଶିଷ ନାୟକଙ୍କ ମଙ୍ଗଳ କାମନା କରିଛି…