ଆସାମରେ ହିଂସା, ବିକ୍ଷୋଭକାରୀଙ୍କ ଉଦ୍ୟମ…
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେଲା ନାଗରିକତା ସଂଶୋଧନ ବିଲ୍। ଅନ୍ୟପଟେ ଉତ୍ତର-ପୁର୍ବ ରାଜ୍ୟରେ ଲାଗିଛି ସିଏବି ନିିଆଁ। ଆସାମରେ ନାଗରିକତା ସଂଶୋଧନ ବିଲକୁ ବିରୋଧ କରି ବିକ୍ଷୋଭମାରୀ ମାନେ ହିଂସାକାଣ୍ଡ କରୁଛନ୍ତି। ବିକ୍ଷୋଭକାରୀ ଲଗାତାର ବିକ୍ଷୋଭ…