କରୋନା କାଳରେ ସାମୁହିକ ଇସ୍ତଫା ଦେଲେ ୩…
ଭୋପାଳ: କରୋନା କାଳରେ ଇସ୍ତଫା ଦେଲେ ଡାକ୍ତର। ସାମୁହିକ ଇସ୍ତଫା ହେଲେ ୩ ହଜାର ଡାକ୍ତର। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ବିଭିନ୍ନ ଦାବି ନେଇ ମଧ୍ୟପ୍ରେଦଶର ୬ଟି ମେଡିକାଲ କଲେଜର ଡାକ୍ତର ହରତାଳ କରିଥିଲେ। ମାମଲା ମଧ୍ୟପ୍ରଦେଶ ହାଇକୋର୍ଟରେ ପହଁଞ୍ଚିବା ପରେ ୨୪ ଘଣ୍ଟା ମଧ୍ୟରେ ହରତାଳ…