ରେଷ୍ଟୁରାଣ୍ଟ୍, ବାର୍, କଫିସପ୍ ଆଦି…
ଭୁବନେଶ୍ବର: କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଆଜି ଠାରୁ ରାଜ୍ୟର ସମସ୍ତ ଏକକ ରେଷ୍ଟୁରାଣ୍ଟ୍, ବାର୍, କଫିସପ୍, କ୍ୟାଣ୍ଟିନ୍ ଓ ଅନ୍ୟାନ୍ୟ ଖାଦ୍ୟପେୟ ଶାଳା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଏଗୁଡ଼ିକ ତୁରନ୍ତ ବନ୍ଦ କରିବାକୁ ସରକାରୀ ବିଜ୍ଞପ୍ତିରେ ନିର୍ଦ୍ଦେଶ ଦିଆଯାଇଛି।…