ମାନବିକତା ଦେଖାଇଲେ ଦୁଇ ଯୁବକ
କୋଣାର୍କ: ଆଜି ବି ସମାଜରେ ବଞ୍ଚି ରହିଛି ମାନବିକତା । ଏହାର ପ୍ରମାଣ ଦେଇଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ଦୁଇ ଯୁବକ। ମାନବିକତା ଆଗରେ ହାର ମାନିଛି ସୁନା/ରୂପାର ଲୋଭ। ମାନବିକତା ଦେଖାଇ ଲୋକଙ୍କ ହୃଦୟ ଜିତିଛନ୍ତି ଏହି ଦୁଇ ଯୁବକ । ଅଚାନକ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ପାଇବା ପରେ ବି ସେ…