ଭିଜିଲାନ୍ସ ପଞ୍ଝାରେ ରାଜସ୍ୱ ସହାୟକ
ଓଏଲ୍ ବ୍ୟୁରୋ: ଜମିପଟ୍ଟା କରାଇଦେବା ପାଇଁ ୬ ହଜାର ଟଙ୍କାର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଗଞ୍ଜାମ ଜିଲ୍ଲା କୋଦଳା ତହସିଲରେ କାର୍ଯ୍ୟରତ ରାଜସ୍ୱ ସହାୟକ ସଞ୍ଜୟ କୁମାର ସେଠୀ। ରାଜସ୍ୱ ସହାୟକ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ମାଗୁଥିଲେ।
ସୂଚନା ଅନୁସାରେ ଜଣେ ବ୍ୟକ୍ତି ନିଜ ଘରବାଡ଼ି…