ମଣ୍ଡିରେ ଉପସ୍ଥିତ ନ ରହିପାରିଲେ ବି ଧାନ…
ଭୁବନେଶ୍ୱର: ଧାନ ସଂଗ୍ରହ କାର୍ଯ୍ୟକୁ ସ୍ୱଚ୍ଛତା, ଶୃଙ୍ଖଳା ଓ ପାରଦର୍ଶିତା ସହ ସମ୍ପାଦନ କରିବା ପାଇଁ ଚଳିତ ବର୍ଷ ଚାଷୀଙ୍କର ପରିଚୟ ଆଧାର ପ୍ରମାଣୀକରଣ ବ୍ୟବସ୍ଥା କରାଯାଉଛି। ସେଥିପାଇଁ ସମସ୍ତ କ୍ରୟ କେନ୍ଦ୍ରକୁ ଇରିସ୍ ସ୍କାନର ଯୋଗାଇ ଦିଆଯାଉଛି। ତେବେ ଏହା ଜରିଆରେ ବୃଦ୍ଧ, ରୋଗଗ୍ରସ୍ତ ବା ଅକ୍ଷମ…