ବିଜେପୁର ଉପନିର୍ବାଚନ: ପୁଅ ପାଇଁ ଲବି…
ବିଜେପୁର: ଗତକାଲି ବିଜେଡି ପଶ୍ଚିମ ଓଡ଼ିଶ ବିକାଶ ପରଷଦ ଅଧ୍ୟକ୍ଷ ପଦ ଘୋଷଣା କରିଛି ଏଥି ସହିତ ବିଜେପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ୪ଜଣିଆ ଟିମ୍ ଗଠନ କରିଛି। ଏସବୁକୁ ଆଖି ଆଗରେ ରଖି ପ୍ରାୟ ସବୁ ଦଳରେ ଟିକେଟ ପାଇଁ ଲବି ଆରମ୍ଭ ହୋଇଯାଇଥିବା କୁହାଯାଇଛି। କଂଗ୍ରେସ ଟିକେଟ ଦୌଡ଼ରେ ରିପୁନାଥ ଆଗରେ…