ରୋଗୀଙ୍କୁ ଶୁଆଇ ରାସ୍ତାରୋକ କଲେ…
କଟକ: ବାଙ୍କୀ-ବୈଦେଶ୍ୱର ମୁଖ୍ୟ ରାସ୍ତାର ବୋତଲମା ନିକଟରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଚିକିତ୍ସା ସୁବିଧା ପାଇ ନ ପାରି ଯନ୍ତ୍ରଣାରେ ଛଟପଟ ହେଉଥିବା ଅସହାୟ ନବ ଦେହୁରୀଙ୍କ କଷ୍ଟ ସହି ନ ପାରି ଗ୍ରାମବାସୀ ଚରମ ପଦକ୍ଷେପ ନେଇଛନ୍ତି। ଶେଷରେ ଗାଁ ଲୋକେ ତାଙ୍କୁ ରାସ୍ତା ମଝିରେ ଶୁଆଇ…